ଭାଦ୍ର (ସିଂହ) ଅଗଷ୍ଟ ୨୯ ତାରିଖ ୨୦୨୦
ମେଷ – ଆପଣଙ୍କ ନିଜକୁ ଆୟତ୍ତରେ ରଖନ୍ତୁ। ମାନସିକ ଅସନ୍ତୋଷ ଦେଖାଦେଇ ପାରେ। ଆୟ ସାମାନ୍ୟ କମ ହେବ। ଦେହ ସୁସ୍ଥ ରହିବ।
ବୃଷ – ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ଶିବଙ୍କ ଉପାସନା କରନ୍ତୁ।
ମିଥୁନ – ପରାମର୍ଶ କରି କାର୍ଯ୍ୟ କରନ୍ତୁ। ଭ୍ରମ ଯୋଗ ରହିଛି। ମାତା ବୃନ୍ଦାବତୀଙ୍କ ଉପାସନା କରନ୍ତୁ।
କର୍କଟ – ସହଯୋଗ ମିଳିବ। ଆୟ ଭଲ ହେବାର ସମ୍ଭାବନା ରହିଛି।
ସିଂହ – ଚିନ୍ତା ବୃଦ୍ଧି ହୋଇପାରେ। କାର୍ଯ୍ୟରେ ବିଳମ୍ବର ସମ୍ଭାବନା ରହିଛି।
କନ୍ୟା – ଆଜି ଆପଣଙ୍କ ଦିନଟି ଭଲରେ କଟିବାର ଯୋଗ ରହିଛି।
ତୁଳା – ପଥରୋଧ ଘଟିପାରେ। ମାତୃଶକ୍ତିର ଉପାସନା କରନ୍ତୁ।
ବିଛା – ସହଯୋଗ ପ୍ରାପ୍ତି ହେବ। ସୁଖାଦ୍ୟ ମିଳିବାର ସମ୍ଭାବନା ରହିଛି। ଆୟ ସ୍ଥିର ରହିବ।
ଧନୁ – କାର୍ଯ୍ୟ ସଫଳ ହେବ। ଦେହ ସୁସ୍ଥ ରହିବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମକର – ଦାନଧର୍ମ ପ୍ରତି ମନ ବଳାଇବେ। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ।
କୁମ୍ଭ – ସୁଖହାନୀ ଘଟିବାର ଯୋଗ ରହିଛି। ମା’ ଲକ୍ଷ୍ମୀଙ୍କ ଉପାସନା କରନ୍ତୁ ।
ମୀନ – ଦିନଟି ଭଲରେ କଟିବାର ଯୋଗ ରହିଛି। ଶରୀର ସୁସ୍ଥ ରହିବ।