ଅମ୍ଫାନ ଅପଡେଟ

Biplabnews Bureau

ଭୁବନେଶ୍ବର ୧୮/୦୫

୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ଫାନ ଲ୍ୟାଣ୍ଡଫଲ କରିବ।

ପଶ୍ଚିମବଙ୍ଗ ଦିଘା-ହାତୀଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ

ପ.ବଙ୍ଗର ୨୪ ପ୍ରଗଣା , ମେଦିନା, ହୁଗୁଳି, ହାୱଡା ଅଧିକ ପ୍ରଭାବିତ ହେବ ।

ବଙ୍ଗୋପସାଗରରେ ଅମ୍ଫାନ ହେଉଛି ଦ୍ୱିତୀୟ ମହାବାତ୍ୟା ।

ଖରା ଦିନ ଯୋଗୁଁ ମହାବାତ୍ୟା ପ୍ରଭାବରେ ବନ୍ୟାର ଆଶଙ୍କା ନାହିଁ ।

ସମୁଦ୍ରରୁ ସ୍ଥଳଭାଗକୁ ଆସିବା ପରେ ଅମ୍ଫାନ ଧିରେ ଧିରେ ଦୁର୍ବଳ ହେବ ।

ପୁରୀ ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୬୫ କିମି ବେଗରେ ପବନ ବହିବ ।

1999 ପରେ ବଙ୍ଗୋପସାଗରରେ ଏହା ୨ୟ ବୃହତ ମହାବାତ୍ୟା।

ଅମ୍ଫାନ ଲ୍ୟାଣ୍ଡଫଲ ବେଳେ ଉପକୂଳ ଅଞ୍ଚଳରେ ୬ ମିଟର ଉଚ୍ଚର ଜୁଆର ଉଠିବ।

କଚ୍ଚା ଘର ଏହି ସବୁ ଅଞ୍ଚଳରେ ଆଦୌ ସୁରକ୍ଷିତ ନୁହେଁ, ଧୂଳିସାତ ହୋଇପାରେ ।

ପୁରୀରେ କ୍ଷତି କମ ହେବ, ୬୦ରୁ ୭୫ କିମି ବେଗରେ ପବନ ବହିବ।

ଗୋପାଳପୁରରେ ପବନର ବେଗ ୪୫ରୁ ୫୫ କିମି ଭିତରେ ରହିବ

ଆଇଏମଡିର ପୂର୍ବାନୁମାନ ।

ବାତ୍ୟା ମୁକାବିଲା ପାଇଁ ୪ ଆଇଏଏସଙ୍କୁ ୪ ଜିଲ୍ଲା ଦାୟିତ୍ୱ : ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ପ୍ରଶାସନର କରିବେ ସହଯୋଗ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ପାଇଁ ଦିଆଗଲା ଦାୟିତ୍ୱ ।