ଜାଲ୍ ଦସ୍ତଖତ କରି 25ଲକ୍ଷ ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ରେ ଜଣେ ଗିରଫ।

କୋରାପୁଟ :(ଭାଗିରଥି ଆଚାର୍ଯ୍ୟ )କୋରାପୁଟ ଜିଲ୍ଲା ର ଜୟପୁର ସହର ର ମହାରାଣୀ ପେଟା ପୂର୍ବତନ ଆକାଉଣ୍ଟଣ୍ଟ ପି, ଆଶିଷ କୁମାର,3ବର୍ଷ ରେ ଜିଲ୍ଲା ସହରା ଅଞ୍ଚଳ ବିକାଶ ସଂସ୍ଥା ର ଯୁବ ବାହିନୀ ଫ୍ରିଜ ଆକାଉଣ୍ଟ ରୁ ମୋଟ 37ଲକ୍ଷ୍ୟ ଟଙ୍କା ଆର, ଟି, ଜି, ଏସ, କରି ହଡପ କରିଛି ପି, ଆଶିଷ କୁମାର ଦୁଇ ଜଣ ଆଇ, ପି, ଏସ, ଦୁଇ ଜଣ ଓ,ଏ, ଏସ, ଙ୍କ ଜାଲ ଦସ୍ତଖତ କରି ସରକାରୀ ତହବିଲ ରୁ ଏହି ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରେ ଜଣେ ଗିରଫ। ଯୁବ ବାହିନୀ ଅର୍ଥ 10 ଲକ୍ଷ ଟଙ୍କା ମଧ୍ଯ ଆକାଉଣ୍ଟ ରୁ ଚଳୁ କରୁଥିବା ସ୍ବୀକାର କରିଛି ଅଭିଯୁକ୍ତ ପୋଲିସ ନିକଟରେ କୋରାପୁଟ ସହରାଞ୍ଚଳ ଉନ୍ନୟନ ସଂସ୍ଥାର 25 ଲକ୍ଷରୁ ଅଧିକ ଟଙ୍କା ହେରଫେର ଅଭିଯୋଗ। ଏନେଇ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି ବି, ସୁଜାତା ଙ୍କ ଅଭିଯୋଗ କ୍ରମେ କୋରାପୁଟ ଟାଉନ ଥାନ ରେ ଏକ କେସ ନଂ 126/23ଅନୁଯାଇ ଏକ ମାମଲା ରୁଜୁ ହେଇଛି, ତନାଘନା ଚାଲିଛି ସମ୍ପୃକ୍ତ ଯୁବକ ଙ୍କୁ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଥାନାକୁ ଆଣି ତଦନ୍ତ ଆରମ୍ଭ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଆଇ, ଆଇ, ସି, ଧିରେନ ପଟନାୟକ, ଏସ ଡି, ପି, ଓ, ମନେlଜ ପୂଜାରୀ ସୂଚନା ଦେଇଛନ୍ତି । କୋରପୁଟ ଉଚ୍ଚପଦସ୍ତ ଅଧିକାରୀଙ୍କ (ଚାରି ଆଇ .ଏ.ଏସ ଙ୍କ ଦସ୍ତଖତ)ଜାଲ ଦସ୍ତଖତ କରି ଟଙ୍କା ଉଟେଇବା ପଡ଼ିଲା ମହଙ୍ଗା… ଜିଲ୍ଲା ସହରାଞ୍ଚଳ ଉନ୍ୟୟନ୍ ସଂସ୍ଥା ରେ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଜଣେ କର୍ମଚାରୀ ଙ୍କୁ ଗିରଫ କଲା କୋରାପୁଟ ଟାଉନ ପୁଲିସ.. ତା ଠାରୁ ସାତଟି ବ୍ୟାଙ୍କ୍ ପାସ ବୁକ୍..ବିଭିନ୍ନ ଜାଲ କାଗଜପତ୍ର..ମୋବାଇଲ … କିଛି atm କାର୍ଡ..ଗୋଟିଏ କାର.. ବାଇକ …ନଗଦ 1,89,000 ଟଙ୍କା ଜବତ କରିଛି
କୋରାପୁଟ ଟାଉନ ଥାନ ପେlଲିସ |