ମେ’ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ୨୪।୪ : ବନ୍ଦ ହେବ ଶ୍ରୀମନ୍ଦିର ପୁରୀ ଶ୍ରୀମନ୍ଦିର ଏସଓପି ନେଇ ଶେଷ ହୋଇଛି ବୈଠକ । ଶ୍ରୀମନ୍ଦିର ବନ୍ଦ ନେଇ ସବୁ ସେବାୟତ ନିଯୋଗଙ୍କ ପ୍ରସ୍ତାବ । ୧ ମାସ ଯାଏ ବନ୍ଦ ହେବା ଲାଗି ବୈଠକରେ ଦିଆଯାଇଛି ପ୍ରସ୍ତାବ । ଏହି ସମୟରେ ସେବାୟତଙ୍କୁ ଆର୍ଥିକ ସହାୟତା ନେଇ ଦାବି କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଆଜି ସନ୍ଧ୍ୟା ସୁନ୍ଧା ଅସିପରେ ପରବର୍ତ୍ତି SOP । ଏଥିରେ ଜିଲ୍ଲାପାଳ, ଏସପି ଓ ନିଯୋଗର ସମସ୍ତ ପ୍ରତିନିଧି ଉପସ୍ଥିତ ଥିଲୋ ।