ଗଞ୍ଜାମ: କରୋନାରେ ସମ୍ବାଦିକଙ୍କ ଦେହାନ୍ତ

ଗଞ୍ଜାମ:୨୪।୦୪,(ବୁଦ୍ଧିରାମ ସାହୁ) ବୁଗୁଡ଼ା ବ୍ଲକର ସମ୍ବାଦିକ ରତ୍ନାକର ମହାରଣା ୪୫ ବର୍ଷ ବୟସରେ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସେ ନିଉଜ ୧୦ ଚ୍ୟାନେଲ ଏବଂ କଳିଙ୍ଗ ଜ୍ୟୋତି ଓ ନନ୍ଦିନୀ ଦୈନିକ ପତ୍ରିକାର ବୁଗୁଡ଼ା ପ୍ରତିନିଧି ଥିଲେ । ମୃତ୍ୟୁ ଖବର ପ୍ରଚାର ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।