କଳାହାଣ୍ଡି — ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟ ରେ ହାରିଥିବା ବେଳେ , ସେ ଗାଦି ଚ୍ୟୁତ ହେଲେ ଗାଦି ଛାଡ଼ିବା ପାଇଁ ଇଚ୍ଛା କରୁନାହାନ୍ତି ସରପଞ୍ଚ , ଗତ ତାରିଖ 7,4,2025 ଦିନ ବ୍ଲକ କାର୍ଯ୍ୟାଳୟରୁ DSC ବ୍ଲକ କାର୍ଯ୍ୟାଳୟ ରେ ହସ୍ତାନ୍ତର କରିବା ପାଇଁ ଚିଠି ନଂ 930 ମାଧ୍ୟମରେ ଜଣାଇ ଦିଆଯାଇଥିଲା , କିନ୍ତୁ ସରପଞ୍ଚ ସମ୍ବାରି ମାଝୀ। ଙ୍କୁ DSC ନିଶା ଲାଗିଛି , ଆଜି କାଲି କହି ଠକି ଚାଲିଥିଲେ , ପରେ GPO ଙ୍କ ହସ୍ତକ୍ଷେପ ପରେ ଏକ ଡୁବ୍ଲିକେଟ DSC ହସ୍ତାନ୍ତର କରିଛନ୍ତି, ଯେଉଁ DSC ର ଅବଧି ସରି ଯାଇଥିବା ଜଣା ପଡ଼ିଛି , ସରପଞ୍ଚ ଶ୍ରୀ ମାଝୀ ଓରିଯିନାଲ DSC ଲୁଚାଇ ରଖିଥିବା ଜଣା ପଡ଼ିଛି । ପ୍ରକାଶ ଥାଉକି ଜଣେ ସରପଞ୍ଚ ସରକାରୀ DSC କୁ ଲୁଚାଇ ରଖି କେତେ ବେଳେ ସୁଯୋଗ ପାଇଲେ ଆଉ କେତେ ଟଙ୍କା ହଡ଼ପ ପରିବା ପାଇଁ ଉଦ୍ୟମ କରୁଥିବା ଯୋଜନା କରୁଛନ୍ତି, ଜଣେ ଲୋକ ପ୍ରତିନିଧି ପଦ ଗଲା ପରେ ସରକାରୀ DSC ନ ଦେଇ ଲୁଚାଇ ରଖିବା ଅଞ୍ଚାଲରେ ଚର୍ଚ୍ଚା ଜୋର ଧରିଛି ।
