ଆଠମଲ୍ଲିକ,୩୦.୦୫(ବୁଲୁ ଦଳେଇ):ଅନଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଏବେ ଅନିମୟତା ଘେରରେ, ଆଠମଲ୍ଲିକ ଉପଖଣ୍ଡ ସୁସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ମିଳୁନି ଉତ୍ତମ ସୁସ୍ଥ୍ୟ ସେବା ଆଠମଲ୍ଲିକ ଉପଖଣ୍ଡ ଉପରେ ଆଠମଲ୍ଲିକ ବାସୀଙ୍କ ସମେତ ପାଖ ପଡୋଶୀ ଜିଲ୍ଲା ବୌଦ୍ଧ ବାସିନ୍ଦା ଧଳପୁର ହରଭଙ୍ଗା ଅଞ୍ଚଳ ବାସି ମଧ୍ୟ ଆଠମଲ୍ଲିକ ସୁସ୍ତ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି, ପ୍ରବଳ ଗ୍ରୀଷ୍ମ ପ୍ରଭାବରେ ଆଠମଲ୍ଲିକ ଅଞ୍ଚଳ ରେ ପ୍ରବଳ ଗୁଳୁ ଗୁଳି ହବା ସହ ଅସହାୟ ତାତି ଅନୁଭୂତି ହେଇଚି ଏହିପରିପକ୍ଷ ରେ ଆଠମଲ୍ଲିକ ଅଞ୍ଚଳ ରେ ଯଦି ବିଜୁଳି କାଟ ହୂଏ ଆଠମଲ୍ଲିକ ଡାକ୍ତର ଖାନରେ ଚିକିତ୍ସା ହେଉଥିବା ରୋଗୀ, ଅସହାୟ ଗରମ ଗୁଳୁ ଗୁଳିରେ ଛଟ ପଟ ହେଉଥିବା ନଜିରି ଆସୁଛି, କିନ୍ତୁ ଡାକ୍ତର ଖାନ କୁର୍ତ ପକ୍ଷରୁ ଯେନରେଟର ବ୍ୟବସ୍ତା ଥିଲେ ମଧ୍ୟ ଡିଜେଲ ପଇସା ହଡପ କରି ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯେନରେଟର ଚାଲୁ କରାଯାଏ ନାହିଁ ଯାହା ଫଳରେ ଛୋଟ ଶିଶୁ ଠୁ ଆରମ୍ଭ କରି ବୃଦ୍ଧା ବୃଦ୍ଧି ପର୍ଯ୍ୟନ୍ତ ଗରମ ରେ କଲ ବଲ ହେଉଥିବା ନଜିରୀ ଆସୁଛି, ଅନ୍ୟ ପଟେ ଆଠମଲ୍ଲିକ ସୁସ୍ତ୍ୟ କେନ୍ଦ୍ର ର ଅଧିକାରୀ ଏବଂ ଡାକ୍ତର ମନେ ଢାବାରେ ଖୁଲମ ଖୁଲା ମଦ୍ୟପାନ କରୁଥିବାର ଭିଡିଓ ଏବେ ସୋସିଆଲ ମେଡ଼ିଆ ରେ ଭାଇରାଲ ହଉଛି, ମଦ୍ୟପାନ କରି ରୋଗୀ ଚିକିତ୍ସା କରୁଛନ୍ତି ଡାକ୍ତର ଅଭିଯୋଗ ହେଉଛି, ନିକଟରେ ଆଠମଲ୍ଲିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ବେଡ଼ସିଟ ସହିତ ନିଜର ମୌଳିକ ସୁବିଧା ରୁ ବଂଚିଥିବା ରୋଗୀ ଙ୍କ ଅଭିଯୋଗ ପାଇଲା ପରେ ଆଠମଲ୍ଲିକ ଅଞ୍ଚଳ ର ଗଣମାଧ୍ୟମ ଖବର ସଂଗ୍ରହ କରିବାକୁ ଯାଇଥିଲେ ପରବର୍ତୀ ମୁହୂର୍ତ୍ତ ରେ ମିଛ କେସେ ଦେଇ ବହୁ ହଇରାଣ ହରକତ କରିବା ସହ ଜେଲ ରେ ପୁରେଇବାକୁ ଧମକ ମଧ୍ୟ ଦେବାକୁ ପଛେଇ ନାହାନ୍ତି ଆଠମଲ୍ଲିକ ସୁସ୍ତ୍ୟ କେନ୍ଦ୍ର ର ଅଧିକାରୀ ମାନେ ଯାହାକୁ ନେଇ ଏବେ ଆଠମଲ୍ଲିକ ଅଂଚଳ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି, ଆଗାମୀ ଦିନରେ ଆଠମଲ୍ଲିକ ସୁସ୍ତ୍ୟ କେନ୍ଦ୍ର ରେ ହେଉଥିବା ଦୁର୍ନୀତି ଉପରେ ରୋକ ଲଗା ନ ଗଲା,ଏବଂ ମଦୁଆ ଡାକ୍ତର ଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଗଲେ ଆଠମଲ୍ଲିକ ପଞ୍ଚାଧର ସାମ୍ବାଦିକ ସଙ୍ଘ ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ସମୁଖରେ ବିଖ୍ୟାବ ପଦର୍ଶନ କରିବେ ବୋଲି ସାମ୍ବାଦିକ ସଙ୍ଘ ର ସଭାପତି ସୁନୀଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।