ଢେଙ୍କାନାଳ,୧୭/୦୮(ଶୁଭମ ପାଣି) : ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ଆଜି ସିଂହ ସଂକ୍ରାନ୍ତି ଥିବାରୁ ମା’ତାରିଣୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମଯଜ୍ଞ ସନ୍ଧ୍ୟା ରେ ଆଳତି ତା’ପରେ ରାତ୍ରରେ ପହଡ ପଡ଼ିବ।