ଜୟପାଟଣା/ ମୁଖିଗୁଡ଼ା( ଅରୁଣ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ର ବିକାଶ କୁ ଆଗେଇ ନେବା ପାଇଁ ଦୁଇଦିନିଆ ଗ୍ରସ୍ତ ରେ ଆସିଥିବା 5-ଟି ସଚିବ ଭିକେ ପାଣ୍ଡିଆନ ଆଜି ଜୟପାଟଣା ବ୍ଳକ ମଙ୍ଗଳ ପୁର ହାତୀ ବ୍ୟାରେଜ୍ ରଖାଯାଇଥିବା କାର୍ଯ୍ୟକ୍ରମ ରେ ପହଞ୍ଚି ଜନ ସାଧାରଣ ଙ୍କ ସୁଖ ,ଦୁଃଖ ରେ ସାହାଯ୍ୟ ହେବା ସହ ବିଭିନ୍ନ ସମସ୍ୟା ବୁଝିବା ଏବଂ କିପରି ଉନ୍ନତିହେବ ମୂଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ଆସି ଜନ ସାଧାରଣ ଙ୍କୁ ଅବଗତି କରିବ ସହ ନିଜ ଅଞ୍ଚଳ ର ମା ଇନ୍ଦ୍ରାବତୀ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ଓ ପାର୍କ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୧୧୪ କୋଟି ଟଙ୍କା ମଞ୍ଜୁରୀ ରେ କିପରି ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି ହେବା ସହ ଚାଷୀ ଭାଈ ମାନେ ନିଜ ନିଜ ଜମି ରେ ପାଣି କିପରି ମଢେଇ ଚାଷ ରେ ଉନ୍ନତି ହେବ ତାହା ଦୃଷ୍ଟୀ କୁ ନେଇ ୪୩ କି.ମି ପର୍ଯ୍ୟନ୍ତ ରାଇଟି କେନାଲ ସଂପୂର୍ଣ୍ଣ ମରାମତି ହୋଇନଥିବାରୁ ତାର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଅର୍ଥ ମଞ୍ଜୁରୀ କରିବା ସହ ଏହି ଗୋଟିଏ କେନାଲ ରେ କିପରି ଦୁଇ ଗୁଣ ପାଣି ପାଇବେ ଓ ଚାଷୀ ମାନେ ଚାଷ ରେ ଉପକୃତ ହେବେ ବୋଲି ୩୪୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ବୋଲି 5- ଟି ସଚିବ ଭିକେ ପାଣ୍ଡିଆନ ନିଜ ଅଭିଭାଷଣ ରଖିଥିଲେ।