ଢେଙ୍କାନାଳ,(ଶୁଭମ ପାଣି) : ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିଲା। ସକାଳ ୯:୧୦ ସମୟରେ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରୁ ଆଜ୍ଞାମାଳ ଆସି ରଥକାଠ ରେ ଲାଗିହୋଇ ପୂଜାର୍ଚ୍ଚନା କରାଯାଇଛି। ବିଶ୍ଵକର୍ମା ରଥକାଠ ଅନୁକୂଳ କରିଥିଲେ। ପୂଜକ ମଳୟ କର , ପାଳିଆ ସେବକ ସମ୍ଭୁନାଥ ମହାପାତ୍ର ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ରାଧାନାଥ ରଥ, ଅଭିମନ୍ୟୁ ହୋତା, ପ୍ରଦ୍ୟୁମ୍ନ ଭୁତିଆ ଓ ମନ୍ଦିର ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ, ବିଶ୍ଵକର୍ମା ଅଶୋକ ମହାରଣା, ସନ୍ତୋଷ ଓଝା ଜଳଧର ସାହୁ,ବାପି ଓଝା ଓ ପଦନ ସାହୁଙ୍କ ଉପସ୍ଥିତ ରେ ପୂଜାର୍ଚ୍ଚନା କରାଯାଇଥିଲା