ଯୁନିଭରସାଲ୍‌ ଏମ୍ ଇ ପି VOLTAS ର ରକ୍ତଦାନ ଶିବିର ଅନୁଷ୍ଠିତ ।

ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଠାରେ VOLTAS ପକ୍ଷରୁ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି.ଏହାକୁ ଉଦ୍ଘାଟନ କରିଥିଲେ ରମିତାବ ମିଶ୍ର, ଲିଙ୍ଗରାଜ ନାୟକ , ମୋନରଞ୍ଜନ ବେହେରା, ଆର ଆଇ ସୁରେଶ କୁମାର ସ୍ଵାଇଁ ଯୋଗ ଦେଇଥିଲେ, ଅତିଥି ମାନଙ୍କୁ ଫୁଲ ଦେଇ ସ୍ଵାଗତ କରାଯାଇ ଥିଲା ,ସମୁଦାୟ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା । ଉକ୍ତ ଶିବିରରେ ସମିରିଆନି safety ମ୍ୟାନେଜର , ସୌରଭ ପରିଡା,HR ଅମିୟ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ । ଭିମସେନ ବେହେରା ପରମାନନ୍ଦ ପଣ୍ଡା ଅଜୟ ସ୍ଵାଇଁ ବା ତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।