ରାୟଗଡ଼ା : ୦୯/୦୯ (ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ସକ୍ଷମ ପକ୍ଷରୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଦିବ୍ୟାଙ୍ଗ ମାନଙ୍କୁ ଫଳ ରସ ବଣ୍ଟନ କରାଯାଇଥିଲା ତତ୍ସହିତ ୦୪ ଜଣ ଦିବ୍ୟାଙ୍ଗ ଙ୍କୁ ଉଚ୍ଚ ଧରଣ ର ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମ ର ରାଜ୍ୟ ସଙ୍ଗ ରକ୍ଷକ ତଥା ଆବାହକ ଶ୍ରୀ ବାଦଲ ତାଃ , ସକ୍ଷମ ପଶ୍ଚିମ ଓଡିଶା ସଚିବ ଶ୍ରୀ ରାମଚନ୍ଦ୍ର ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ର ସେବା ବିଭାଗର ପଶ୍ଚିମ ଓଡିଶା ପ୍ରାନ୍ତ ପ୍ରମୁଖ ଶ୍ରୀ ଦୀପକ ରାଉତ, ସକ୍ଷମ ର ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଜୟ କୁମାର ମିଶ୍ର , ସକ୍ଷମ ରାୟଗଡା ଜ଼ିଲ୍ଲା ସମ୍ପାଦକ ଶ୍ରୀ ଶ୍ୟାମ କୁମାର ଦାଶ, ସ୍ୱୟଂସେବକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା, ଶ୍ରୀ ସୁଶାନ୍ତ ମିଶ୍ର ଏବଂ ଶ୍ରୀ ଟି ନାଗରାଜୂ ପ୍ରମୁଖ ଉପସ୍ଥିତ ଥିଲେ. ।