ଟିକିରି, ୨୧/୦୮(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଅନ୍ତର୍ଗତ ହାଡ଼ିଗୁଡ଼ା ପଞ୍ଚାୟତର ଘୁଗୁପୁଟ ଗ୍ରାମର ସଲାଇମାଝି ନାମକ ମହିଳାଙ୍କୁ ଝାଡାବାନ୍ତିରେ ଗୁରୁତ୍ୱର ଅବସ୍ଥାରେ ତାଙ୍କୁ ପ୍ରଥମେ ଗୋରଖପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରକୁପଠା ଯାଇଥିଲା ଟିକିରି ସ୍ୱାସ୍ଥ୍ୟନ୍ଦ୍ରରେ ମୃତ୍ୟୁ ହୋଇଛି ।