ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଅଦ୍ୟ ତା ୦୬.୦୭.୨୦୨୨ ରିଖ, ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଅଧକ୍ଷଙ୍କ ନିର୍ଦେଶକ୍ରମେ ଢେଙ୍କାନାଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ଅଦାଲତର ବିଚାରପତି | ର୍ମଚାରୀ/ ପ୍ୟାନେଲ ଲୟର| ପାରା ଲିଗାଲ୍ ଭଲ୍ୟୁଟରଙ୍କ ଦ୍ବାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ/ସିଭିଲ୍‌କୋର୍ଟ| ବନ ବିଭାଗ, ଢେଙ୍କାନାଳଙ୍କ ମିଳିତ
ଉଦ୍ୟମରେ ନିରୁପମା ହୋଟେଲ ପାଖ ଜିଲ୍ଲା କୋର୍ଟର ନୂତନ ସ୍ନାନ ଢେଙ୍କାନାଳ ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ୍ ସେବା
ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରି ଉଦ୍‌ଘାଟନ କରିବାସହିତ ପରିବେଶସନ୍ତୁଳନ ରକ୍ଷା ନିମନ୍ତେ ଚାରାରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ଫାଷ୍ଟ ଟ୍ରାକ ସ୍ଵତନ୍ତ୍ର କୋର୍ଟ (ପୋକ୍ଟ), ଶ୍ରୀ ସୁମଣି ମହାପାତ୍ର, ଅତିରିକ୍ତ ଜିଲ୍ଲାଜଜ୍ ତଥା ସତନ୍ତ୍ର କଜ୍ (ଭିଜିଲାନ୍ସ) ଶ୍ରୀ ରଶ୍ମି ମୋହନ ଆଚାର୍ଯ୍ୟ, ପାରିବାରିକ ଅଦାଲତର ବିଚାରପତି ସୁର୍ଯ୍ୟନାରାୟଣ ଦେବେଦି, ଅତିରିକ୍ତ ଜିଲ୍ଲା ଜଜ୍ ଡା. ଜୀବନ ଜ୍ୟୋତି ରଥ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଚିନ୍ମୟ ମିଶ୍ର, ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ, ବରିଷ୍ଟ ଦେୱାନୀ ଅଦାଲତ (ଏଲ.ଆର.ଓଏଲ୍. ଟି.ଭି) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ, ରେଜଷ୍ଟ୍ରାର, ସିଭିଲ କୋର୍ଟ ଶ୍ରୀମତୀ ଅଳକାନନ୍ଦା ମହାନ୍ତି, ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସୁଧୀ ରଂଜନ ଦାଶ ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଢେଙ୍କାନାଳ ଓ ସିଭିଲକୋର୍ଟର କର୍ମଚାରୀ ଉପସ୍ଥିତ ରହି ଚାରାରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଢେଙ୍କାନାଳ ବିଭାଗୀୟ ବନଖଣ୍ଡ ଅଧିକାରୀ ଡ. ପ୍ରକାଶ ଚାନ୍ଦ ଗୋଗିନେଇ, ସହକାରୀ ବନ ସଂରକ୍ଷଣକାରୀ, ଶ୍ରୀ ସୁବ୍ରତ କୁମାର ପାତ୍ର, ଶ୍ରୀ ଇଂଜ ବିହାରୀ ନାୟକ, ଫରେଷ୍ଟର, ଶ୍ରୀ ବିକ୍ରମ କେଶରୀ ସେଠୀ ପ୍ରମୁଖ ଏହାର ରୋପଣ ନିମନ୍ତେ ସମସ୍ତ ପ୍ରକାରରସହାୟତା ପ୍ରଦାନ କରିଥିଲେ ।