ମାର୍ଚ୍ଚ ୧୬ ତାରିଖ ୨୦୨୧
ମେଷ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ବୃଷ – ଆବଦ୍ଧ ଯୋଗ ରହିଛି। ମନ ଆନ୍ଦୋଳିତ ହୋଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ମିଥୁନ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ।
କର୍କଟ – ପରିଶ୍ରମ ଅଧିକ ହେବ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ସିଂହ – ସେବା କାର୍ଯ୍ୟରେ ନିଯୋଜିତ ହେବେ। ବନ୍ଧୁମାନେ ସହଯୋଗ କରିବେ। ପ୍ରଶଂସିତ ହୋଇପାରନ୍ତି।
କନ୍ୟା – ଶାରୀରିକ ପୀଡା ଦେଖାଦେଇ ପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ସୁଖସଂଭୋଗ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ବିଛା – ଦୁଃସାହସିକ କାର୍ଯ୍ୟ କରିବେ। ମନୋବଳ ବୃଦ୍ଧି ହେବ। ପାରିବାରିକ ସହଯୋଗ ମିଳିବ।
ଧନୁ – କୌଣସି ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ଆୟ ସ୍ଥିର ରହିବ। ଶରୀର ସୁସ୍ଥ ରହିବ।
ମକର – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଶନିଦେବଙ୍କର ଉପାସନା କରନ୍ତୁ।
କୁମ୍ଭ – ଶ୍ରମ ସାର୍ଥକ ହେବ। ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ସହଯୋ ମିଳିବ।
ମୀନ – ପରାଧୀନ ହୋଇ କାର୍ଯ୍ୟ କରିବେ। ସାମାନ୍ୟ ଅସୁସ୍ଥତା ଉପଲବ୍ଧ ହେବ। ମନ ଆନ୍ଦୋଳିତ ହୋଇପାରେ।