କଟକ ୧୬ /୦୩ , କଟକ ର ଆଠଗଡ ତହସିଲ ସ୍ଥିତ ଘଣ୍ଟିଖାଲରେ ଥିବା ଶ୍ରୀ ସିମେଣ୍ଟ କାରଖାନରେ ସିମେଣ୍ଟର ପରବହନ ଆରମ୍ଭ କରା ଯାଇଛି । ପ୍ରଥମ ଟ୍ରକ ବୋଝେଇ ସିମେଣ୍ଟକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦାନ କରାଯାଇଛି ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ କମ୍ପାନିର ଲଜିଷ୍ଟିକ ବିଭାଗର ବି ଏଲ ମିଶ୍ର, ଅଙ୍କିତ ପଟ୍ଟୱାରି , ଓଡିଶା ମାର୍କ୍କେଟି॰ ମୁଖ୍ୟ ମନୀଷ କୁମାର ଭାରତୀ , କାରଖାନା ମୁଖ୍ୟ -ଇଷ୍ଟ ଆର କେ ବିଜୟ ଏସବି ଓ କଟକ କାରଖାନା ମୁଖ୍ୟ ପ୍ରକାଶ ଶର୍ମା ଉପସ୍ଥିତ ଥିଲେ । ଏହି କାରଖାନାର ବାର୍ଷିକ ଉପାଦାନ କ୍ଷମତା ହେଉଛି ୩ନିୟୁତ ଟନ । ଏହା ଉପକୂଳ ବଜାରର ଚାହିଦା ପୂରଣ କରବାକୁ ବାଙ୍ଗୁର ସିମେଣ୍ଟ ଲକ୍ଷ୍ୟ ରଖିଛି ।