ରାଶିଫଳ (ରବିବାର) ଅକ୍ଟୋବର ୨୫ ତାରିଖ ୨୦୨୦

କାର୍ତ୍ତିକ (ତୁଳା) ଅକ୍ଟୋବର ୨୫ ତାରିଖ ୨୦୨୦
ମେଷ – ଆୟ ଭଲ ହେବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିବ।
ବୃଷ – ଭ୍ରମଣ ଯୋଗ ରହିଛି। ଆନନ୍ଦ ଉଲ୍ଲାସରେ ଦିନଟି କଟିବାର ସମ୍ଭାବନା ଅଛି।
ମିଥୁନ – ଅଧିକ ସମୟ ବିଶ୍ରାମରେ କଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କର୍କଟ – ଦେହ ଅସୁସ୍ଥ ହୋଇପାରେ। ନିଜର ଯତ୍ନ ନିଅନ୍ତୁ। ଭଗବାନ ଶିବଙ୍କର ଉପସନ କରନ୍ତୁ।
ସିଂହ – ପ୍ରୀତିଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
କନ୍ୟା – ଶତ୍ରୁ ଭୟ ଯୋଗ ରହିଛି। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଅଶାନ୍ତି ଭାବ ଦେଖାଦେଇ ପାରେ। ମନ ଅସ୍ଥିର ରହିବ। ସହଯୋଗ କମ ମିଳିବ।
ବିଛା – ଇର୍ଷାଭାବ ବୃଦ୍ଧି ହେବ। ମନ ଆନ୍ଦୋଳିତ ହୋଇପାରେ। ଆୟ ସ୍ଥିର ରହିବାର ସମ୍ଭାବନା ଅଛି।
ଧନୁ – ଉଚ୍ଚ ଆଶା ପୋଷଣ କରିବେ। ବନ୍ଧୁ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ମକର – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଭଲ ହୋଇପାରେ।
କୁମ୍ଭ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମୀନ – ପଥଭ୍ରଷ୍ଟ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପସନ କରନ୍ତୁ ଲାଘବ ହେବ।