ରାଶିଫଳ (ଗୁରୁବାର) ଅକ୍ଟୋବର ୧୫ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ଅକ୍ଟୋବର ୧୫ ତାରିଖ ୨୦୨୦
ମେଷ – ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ବୃଷ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ମିଥୁନ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ତୁଳସୀ ବୃକ୍ଷର ମୂଳକୁ ବାହୁରେ ଧାରଣ କରନ୍ତୁ।
କର୍କଟ – ସମ୍ମାନିତ ହୋଇ ପାରନ୍ତି। ଆୟ ଠିକ ରହିବାର ସମ୍ଭାବନା ଅଛି।
ସିଂହ – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
କନ୍ୟା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ତୁଳା – ପଥରୋଧ ଯୋଗ ରହିଛି। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
ବିଛା – ଧନପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ଧନୁ – କର୍ମଚଞ୍ଚଳ ରହିବେ। ମାନସିକ ଶାନ୍ତି ମିଳିବ। ଆୟ ଭଲ ହେବ।
ମକର – ସେବା ପୂଜା ପ୍ରତି ମନ ବଳାଇବେ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କୁମ୍ଭ – ଶାରୀରିକ ପୀଡା ଦେଖାଦେଇପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ବନ୍ଧୁ ସହଯୋଗ ମିଳିବ। ମନ ପ୍ରସନ୍ନ ରହିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।