ରାଶିଫଳ (ସୋମବାର) ଅକ୍ଟୋବର ୧୨ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ଅକ୍ଟୋବର ୧୨ ତାରିଖ ୨୦୨୦
ମେଷ – ସହଯୋଗରେ ବାଧା ଉପୁଜିବ। ଆୟ ଠିକ ରହିବ। ଶରୀର ସୁସ୍ଥ ରହିବ।
ବୃଷ – କାର୍ଯ୍ୟ ସଫଳ ଯୋଗ ରହିଛି। କର୍ମ ତତ୍ପର ହୁଅନ୍ତୁ। ପାରିବାରିକ ସହଯୋଗ ମିଳିବ।
ମିଥୁନ – ପରାଧୀନ ହୋଇ କାର୍ଯ୍ୟ କରିବେ। ଶାରୀରିକ ସୁସ୍ଥତା ମିଳିବ। ସହଯୋଗ ପ୍ରାପ୍ତି ହୋଇପାରେ।
କର୍କଟ – ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଭଲ ହୋଇପାରେ। ଦିନଟି ମଧ୍ୟମ ଫଳଦାୟକ ହେବାର ସମ୍ଭାବନା ଅଛି।
ସିଂହ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – କର୍ମ କ୍ଷେତ୍ରରେ ବିରୋଧ ଉପୁଜିବ। ସହଯୋଗ କମ ମିଳିବ। ଶରୀର ସୁସ୍ଥ ରହିବ।
ତୁଳା – ସୁଖସମ୍ମାନ ଲାଭ ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବିଛା – ସୌଜନ୍ୟତା ପ୍ରକାଶ କରିବେ। ବନ୍ଧୁ ଦର୍ଶନ ଲାଭ ହେବ। ଆୟ ଠିକ ରହିବ।
ଧନୁ – ଧନକ୍ଷୟ ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମକର – ଉତ୍ସାହିତ ହେବେ। ପାରିବାରିକ ସହଯୋଗ ମିଳିବ। ଦିନଟି ଭଲରେ କଟିପାରେ।
କୁମ୍ଭ – ନୂତନ ସହଯୋଗ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ଦିନଟି ଭଲରେ କଟିପାରେ।
ମୀନ – ପରାମର୍ଶ କରି କାର୍ଯ୍ୟ କରିବେ। ଅର୍ଥ ପ୍ରାପ୍ତି ହୋଇପାରେ। ଉପରସ୍ଥ କର୍ମଚାରୀଙ୍କ ସହଯୋଗ ପ୍ରାପ୍ତି ହେବ।