ଆଶ୍ଵିନ (କନ୍ୟା) ଅକ୍ଟୋବର ୬ ତାରିଖ ୨୦୨୦
ମେଷ – ବିଶ୍ରାମରେ ଅଧିକ ସମୟ କଟିପାରେ। ଶରୀର ସୁସ୍ଥ ରହିବ। ପାରିବାରିକ ସହଯୋଗ ମିଳିବ।
ବୃଷ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ମିଥୁନ – କାର୍ଯ୍ୟହାନୀ ଘଟିପାରେ। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
କର୍କଟ – ଧନପ୍ରାପ୍ତି ଯୋଗ ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ।
ସିଂହ – ସୁଖ ସନ୍ତୋଷ ଲାଭ ହେବ। ଶାରୀରିକ ସୁସ୍ଥତା ମିଳିବ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
କନ୍ୟା – ସେବାପୂଜା ପ୍ରତି ଆଗ୍ରହୀ ହେବେ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ତୁଳା – ଧନକ୍ଷୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।
ଧନୁ – ଦୁଃସାହସିକ କାର୍ଯ୍ୟ କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ।
ମକର – ଚିନ୍ତାଗ୍ରସ୍ତ ହେବେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ସ୍ଥିର ରହିବାର ସମ୍ଭାବନା ଅଛି।
କୁମ୍ଭ – କାର୍ଯ୍ୟକ୍ଷେତ୍ରରେ ନିଷ୍ଠାହନୀ ଯୋଗ ରହିଛି। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
ମୀନ – ପରିଶ୍ରମ ଅଧିକ ହେବ। ସହଯୋଗ ମିଳିବ। ବନ୍ଧୁ ସହଯୋଗ କରି ପାରନ୍ତି।