ବାଲେଶ୍ଵର : ବାଲେଶ୍ଵର ଆରଟିଓ ରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କରୋନା ସଂକ୍ରମଣ କୁ ଦ୍ରୁଷ୍ଟି ରେ ରଖି କାର୍ଯ୍ୟାଳୟ କୁ ୧୧.୦୭.୨୦୨୦ ଠାରୁ ୧୫.୦୭.୨୦୨୦ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏଥିସହ ଆରଟିଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ହୋମ କ୍ୱାରେଣ୍ଟିନରେ ରହିବାକୁ ଆଞ୍ଚଳିକ ପରିବହନ ଅଧିକାରୀବିକାଶ ଚନ୍ଦ୍ର ଚୌଧୁରୀ ଏକ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି |