ଜାମ୍ମୁ କାଶ୍ମୀରରେ ଭୂକମ୍ପ ।

ଶ୍ରୀନଗର ୧୬।୬: ଜାମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ରହିଛି । ସୋମବାର ସକାଳେ ମଧ୍ୟ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ସକାଳ ୪ଟା ୩୬ମିନିଟ୍ ରେ ଏକ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ଥିଲା ।