ରାଜଗାଙ୍ଗପୁର,୦୩।୧୦, (ମନୋଜ ଭୋଳଙ୍କ ରିପୋର୍ଟ):- ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନ ନୂତନ ଭାବରେ ରାଜଗାଙ୍ଗପୁର ସହର ରେ ଯୋଗ ଦେବା ପରେ ସହର ରେ ବଢୁଥିବା ଅପରାଧ ରେ ଲଗାମ ଲାଗିଥିବା ବେଳେ ତାଙ୍କର ଭଲ କାର୍ଯ୍ୟ ଓ ସେବା କୁ ନେଇ ତାଙ୍କୁ ଡି ଜି ପି କମାଣ୍ଡିଙ୍ଗରୋଲ ଅନୁଯାଇ ସ୍ୱାଧୀନତା ଦିବସ ୨୦୨୧ ଉପଲକ୍ଷେ ଏସ ପି ସାଗରିକା ନାଥ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ |ତାଙ୍କର କାର୍ଯ୍ୟ ଦକ୍ଷତା ,ସେବା , ଓ ବହୁ କେଶ ରେ କାର୍ଯ୍ୟ କରି ସେ ସଫଳ ହୋଇ ଥିବା ନେଇ ଜଣାପଡ଼ିଥିବା ବେଳେ ଏସ ପି ଙ୍କ ଦ୍ଵାରା ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବର୍ତମାନ ଏହା ସାଧାରଣ ରେ ଚର୍ଚା ହେଉଛି |