ଅନୁସୂଚିତ ଜାତି ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ BJP ର ରାଜ୍ୟପାଳଙ୍କୁ ଦାବିପତ୍ର

ଢେଙ୍କାନାଳ, ୧୧/୦୮, ଅନୁସୂଚିତ ଜାତି ଜାତିର ଲୋକମାନଙ୍କ ଉପରେ ବିଜେଡି କର୍ମୀ ଓ ନେତାମାନଙ୍କ ଦ୍ବାରା ଅତ୍ୟାଚାର , ନିର୍ଦ୍ଦିଷ୍ଟ ଭାବରେ ପୋଲିସ ଥାନାକୁ ଅଭିଯୋଗ କଲେ ମଧ୍ୟ ପୋଲିସ ଏଫଆଇଆର ନରଖିବା , ଏସ.ପି ଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ପୋଲିସର କାହାକୁ ଗିରଫନ କରିବା, ଅପରାଧୀମାନଙ୍କୁ ଘଣ୍ଟଘୋଡାଇବା ଓ ବ୍ଲକର ବିଭିନ୍ନ ଜନହିତକର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ସକାଶେ ପ୍ରତିବାଦ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକ ପତ୍ର ପ୍ରଦାନ । ସରେଗା କାର୍ଯ୍ୟକ୍ରମରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ପ୍ରତିଦାଦ କରିବାରୁ ଅନୁସୂଚୀତ ଜାତିର ମହିଳାମାନଙ୍କ ଉପରେ ଆକ୍ରମଣ ଓ ଦାଦାସାହେବ ଆମ୍ବେଦକରଦ୍ଧ ପ୍ରତିମୂର୍ତ୍ତିକୁ ପଦାଘାତ କରି ଓଲଟା ମିଥ୍ୟ । କେଶ୍ କରିବା ବିରୁଦ୍ଧରେ ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ୧.କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀ ଓ ଆଜି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତରଦାଳଭାଟି ମୌଜାର ନବକିଶୋର ମଲ୍ଲିକଙ୍କ ପୁତ୍ର ହରିଶ ଚନ୍ଦ୍ର ମଲ୍ଲିକ , ଦୟସ ୩୫ ହାଇଦ୍ରାବାଦରେ ଏଇ ଘରୋଇ ମ୍ପାନୀର କାର୍ଯ୍ୟରତ ଅଛନ୍ତି ।

ସେ ତାଙ୍କ ପ୍ରତ୍ୟୟରେ ମନରେଗା. ପ୍ରଧାନମନ୍ତ୍ରୀ ଆବାସ ପାଇ , ଗ୍ରାମ୍ୟ ଇସ୍ତା ନିର୍ମାଣ ଓ ଅନ୍ୟାନ୍ୟ ରତିମୂଳକ କାର୍ଯ୍ୟକ୍ଟମରେ ହୋଇଥିବା ଦୁର୍ନିତିର ପର୍ଦାଫାସ କରିଦୀ ସହିତ ବିଭିନ୍ନ ସାମାଜିତ ଇଣମାଧମରେ ସେ ସମ୍ବାଦ ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସାରି ଦିବାକର ନାୟକ ଓ ତାଙ୍କର ପୁତ୍ର ରଞ୍ଜନ ନାୟକ ଓ ତାଙ୍କ ସମର୍ଥକମାନେ ଆଳି ଦିୟନ ପ୍ରତାପ ଦେଓଙ୍କ ନିର୍ଦ୍ଦେର୍ଶରେ ଜୁଲାଇ ୧ ତାରିଖ ୨୦୨୧ରେ ଦେଲେ ଦଶୋର ମଲ୍ଲିକ , ଭାଇ ଜୟ ମରି , ନବଘନଙ୍କ ଦା ଯେ ଦି ଦଣେ ଡିଏମ ମହିଳା ଓ ତାଙ୍କର ଆଠ ବର୍ଷର ନାତି ତୁପରେ ମରଣାନ୍ଧ ଆମଣ କରି & ରେ ବିଷୟରେ ତାଙ୍କ ପରିବାର ଅଛି ଆନ 5 ରେ ରିତ ଅଭିଯୋଗ ଥିଲେ ମଧ୍ୟ ଅନ୍ୟ ଅଧିକାରୀ ଏଫଆଇଆର ରନଛି । ଏହାପରେ ଏ . ଡି.ପି.ଓଙ୍କ ହସ୍ତକ୍ଷେପ ପରେ ଅନ୍ୟ ବାରୁ ଏଫ.ଆର.ଆର ତୁତୁ କଲେ କିନ୍ତୁ ଅରିୟ S ମାନ e ଗିରଫ ଦଲେ ନାହିଁ । ଅନ୍ତ ଦୁଖ ଓ ପରିତାପର ବିଷୟ । ଏହି କଥାର ସତ୍ୟାସତ୍ୟ ଜାଣିବା ପାଇଁ ରାଜ୍ୟ ଅନୁସୁଚିତ ଜାତି ମୋର ରାଜ୍ୟ ସଭାପତି ତ , ଦିରୁ ପ୍ରସାଦ ତରା S ଙ୍କ ଛୁରେ ସାଧାରଣ ସମ୍ପାଦିତ ଶ୍ରୀ ରଘଦ ମଲ୍ଲିକ , ରାଜ୍ୟ ସଂଯୋଜକ ଡ . ରବି ନାରାୟଣ ବେହେରା , ଉଁ ଡି ସଭାପତି ବସନ୍ତି ଓ ଅନ୍ୟମାନେ ଦାକାଟି ଗ୍ରାମ ଓ ନବକିଶୋର କରି ଗ୍ରାମକୁ ଯାଇ ଅମିତଦନ୍ତ କରିଥିଲେ ।

ପ୍ରତିନିଧଣ୍ଡଳୀ ଜାଣିବାକୁ ପାଇଲେ ଯେ କିଛି ରୟତୀନ୍ଦ ଅବସ୍ଥାରେ ମାଡ ଖାଇ ଗ୍ରାମ ଛାତି ବଳିଆ ଭଣ୍ଡା ଗ୍ରାମରେ ଅ ରହନ୍ତି । ପରେ ତାଙ୍କ ଠାରୁ ସମସ୍ତ ସତ୍ୟାସତ୍ୟ ତଥ୍ୟ E ଣି କେନ୍ଦ୍ରାପତି ଅତିରିକ୍ତ ଏସପିଙ୍କୁ ସତ ପରି ପଟଣା ସମ୍ପର୍କରେ ଅବଗତ କରାଇଛି । ପରିବାରକୁ ସୁରକ୍ଷା ଯୋଗାଇଦେବା , ଆଜି ଥାନା ଆଇଆଇସିଙ୍କୁ ରିଓ ଅଭିଯୁକ୍ତମାନଙ୍କୁ ଗିଳିଦା ନିମନ୍ତେ ପାଟି କରିଥିଲେ ।ଏହାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ବରଂ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେବା ସହିତ ନିନ୍ଦୋଷରେ ଖସାଇଦେବେ ତା’ର ଯୋଜନା କଲେ । ତେଣୁ ପୋଲିସ ବିଭାଗ ସାଧାରଣ ଜନତାଙ୍କ ସେବା ନକରି ବିଜୁଜନତା ଦଳର ନେତା , କର୍ମୀ ହିସାବରେ କାମ କରୁଥିବା ଆମେ ଅନୁଭବ କରୁ । ଭାରତୀୟ ଜନତାପାଟି ଅନୁସୂଚିତ ଜାତି ମୋର୍ଘ ତରଫରୁ ଜୁଲାଇ ୧୫ ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ପଦ୍ଧତିରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ । ଏସ.ପି ଜୁଲାଇ ୨୧ ତାରିଖ ଦିନ ମୋର୍କୋ ରାଜ୍ୟ ସଭାପତିଙ୍କ ସହିତ ରାଜ୍ୟ ନେତୃବୃନ୍ଦଙ୍କୁ ଆଳି ଥାନା ଅଧିକାରୀଙ୍କୁ ବଦଳି କରିବା , ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ନବକିଶୋର ମଲ୍ଲିକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ । ୨ . ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଧିନରେ ଥିବା ବଂଶ , ଘୋଡ଼ାଷ ଓ ନାଉଗାଁ ଫଚାୟତରେ ଦଳିତ ମହିଳାମାନେ ମନରେଗା କାର୍ଯ୍ୟ କରିଥିଲେ । ମଜୁରୀ ବାବଦକୁ ୨୦୭ଟଙ୍କା + ୫୦ ଟଙ୍କା ଦେବା ପରିବର୍ତ୍ତେ ମାତ୍ର ୮୨ଟଙ୍କା ସେମାନଙ୍କର ଆକାଟକୁ ଛାତିଥିଲେ । ଏହାର ପ୍ରତିବାଦରେ ସେମାନେ ନାଉଗାଁ ବ୍ଳକ ଆଗରେ ଧାରଣାରେ ବସିଥିଲେ ।

ବଡ ଦୁଃଖର କଥା ଜୁଲାଇ ୨୭ତାରିଖ ରାତି ୨ଟା ସମୟରେ ବିଜୁଜନତା ଦଳର ବଂଶ ଫତାୟତର ସଉଫଟ ସନ୍ତୋଷ କୁମାର ଦାସ ଓ ତାଙ୍କର ସମର୍ଥକମାନେ , ଘୋତାଷ ଫଚାୟତର ମହିଳା ସରିଫଙ୍କ ପୁଅ ମିଟୁ ବାରିକ ଓ ବିଜେଡି କର୍ମୀ ସମୀର ଦାସ , ଓ ନାଉଗାଁ ଫଚାୟତରୁ ବିଜେଡି ନେତା ସିଲୁ ନାୟକ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଦାତୁଛାୟା ତଳେ ରହି ରାତି ଅଧରେ ମହିଳାମାନଙ୍କ ଉପରେ ଆକ୍ରମଣ କରିବା ସହିତ ଭାରତ ରତ୍ନ ସମ୍ବିଧାନ ପ୍ରଣେତା ତ.ବାବାସାହେବ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଗୋଡରେ ଦଳି ଫିଙ୍ଗି ଦେଇଥିଲେ । ଏହାର ପ୍ରତିବାଦରେ ୨୮ ୦୭ – ୨୦୨୧ ଦିନ ମହିଳାମାନେ ନାଉଗାଁ ଥାନାରେ ଏଫ.ଆଇ.ଆର ଦେଇଥିଲେ । ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କ ଚାପରେ ପୋଲିସ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ । ଅପରପକ୍ଷରେ ଧାରଣତ ଦଳିତ ମହିଳାମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ରୁଜୁ କରି ସେମାନଙ୍କୁ ଭୟଭୀତ କରାଉଛି ।ଏଣୁ ଆମେ ମହାମହିମ ରାଜ୍ୟପାଳଙ୍କୁ ନିବେଦନ କଟୁଅଛୁ ଯେମହାମହିମ ରାଜ୍ୟପାଳ ଏ rt , ବ୍ୟକ୍ତିଗତ ହସ୍ତକ୍ଷେପ କରି ଏହି ଦୁଇଟି ଘଟଣାର ଏବଂ ଓଡ଼ିଶାର ଅନ୍ୟାନ୍ୟ ଜନ୍ତୁ । ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଆକ୍ରମଣର ବିଦ୍ୟୁତ ତଦନ୍ତ କରିବାକୁ ।

ନିର୍ଦ୍ଦେଶ ଦିଅନ୍ତୁ । କେନ୍ଦୁପତା ଘଟଣାରେ ଆକ୍ରମଣକାରୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତଥା ପୋଲିସର ନିଷ୍କ୍ରିୟତା ଓ ପକ୍ଷପାତ ନୀତି ଉପରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି , ସେମାନଙ୍କୁ ଦଣ୍ଡିତ କରାଯାଉ । ଜଗତସିଂହପୁର ଘଟଣାରେ ଜିଲ୍ଲାରେ ବିଭିନ୍ନ ପ୍ରତି ଅଭିଯୋଗର ତଦନ୍ତ କରି ସଂପୃକ୍ତ ଅଧିକାରୀମାନଙ୍କୁ ଦଣ୍ଡିତ କରାଯାଉ ଏବଂ ପରିଶ୍ରମ କରି ନ୍ୟାୟୋଚିତ ମହିଳା ଶ୍ରମିକମାନଙ୍କୁ ସେମାନଙ୍କ ଉପଯୁକ୍ତ ପାରିଶ୍ରମିକ ମିଳୁ ।ଆଜିର ଏହି ଦାବିପତ୍ର ରେ ସଭାପତି ରାହୁଲ ରାୟେ ମହାଳିକ, ସନ୍ତୋଷ କୁମାର ବେହେରା,ନୃସିଂନ୍ହ ଚରଣ ମହାଳିକ,ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର , ଜିଲ୍ଲା ଟାଉନ ବିଜେପି ସଭାପତି ସଂକଳ୍ପ ଦାସ ପ୍ରମୁଖ ଉପସ୍ଥିତ ଥିଲେ