ସମସ୍ତ LL ଓ DL ଟେଷ୍ଟ ସ୍ଥଗିତ

କଟକ, ୨୦/୦୪ : ଆସନ୍ତା ୨୨ ତାରିଖରୁ ସମସ୍ତ LL ଓ DL ଟେଷ୍ଟ ସ୍ଥଗିତ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟ ସ୍ଥଗିତ କଲା STA, ଅନ୍ୟାଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ବଳବତ୍ତର ନେଇ ସୂଚନା, ସମସ୍ତ RTOଙ୍କୁ ଏନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା ଦେବାକୁ ନିର୍ଦ୍ଦେଶ ।