କେନ୍ଦ୍ର ମନ୍ତୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋରାପୁଟ ଗସ୍ତ |

କୋରାପୁଟ :(ସି ଏଚ ଭାଗିରଥି ଆଚାର୍ଯ୍ୟ )କୋରାପୁଟ ଆନ୍ଦ୍ରl ଓଡିଶା ବିବାଦ କୋଟିଆର ପଟୁ ସୀନେରୀ ରେ କେନ୍ଦ୍ର ର ଶିକ୍ଷା ଦକ୍ଷତା ବିକାଶ, ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଂଚି ସେଠାର ସ୍କୁଲ ପିଲାମାନଙ୍କୁ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇଥିଲେ, ଅଙ୍ଗନବାଡି କେନ୍ଦ୍ର, ସେଠରେ ଥିବା ସ୍କୁଲ ପରିଦର୍ଶନ କରିଥଲେ ଗ୍ରାମବାସି ଙ୍କ ସହ ପଡି ସମଗ୍ର ଭତ୍ତା, ପେନସନ, ପାନୀୟ ଜଳ ର ସମସ୍ୟା ଉପରେ ଅଲେଚନା କରିଥିଲେ, ଓଡିଶା ରେ ଆନ୍ଧ୍ରl ର ନାମଫଳକ ଲଗା ଯାଇଥିବା ଦେଖି, ଉଦବେଗ ପ୍ରକାଶ କରି ଥିଲେ ସେହି ଠାରେ ଥିବା ସାଦାପୋଷାକ ଥିବା ଆନ୍ଧ୍ରର ଅଫିସରକୁ ଦେଖି ନିଜର ପରିଚୟ ପଚାରିବା ରୁ ସମ୍ପୂକ୍ତ ଅଧିକାରୀ କହିଲେ 21ଟି ବିବାଦୀୟ ଗ୍ରାମ ପଂଚାୟତକୁ ଉପରସ୍ଥ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଅନୁଧ୍ୟାନ କରିବା ପାଇଁ ଆସିଥିଲୁ କହିବାରୁ ସମଗ୍ର କୋଟିୟl ପଂଚାୟତ ଓଡିଶା ର ତୁମେ ଫେରିଯାଅ, କଡା ଭାଷା ରେ କହିଥିଲେ କେନ୍ଦ୍ର ମନ୍ତ୍ରୀ, ଙ୍କ ତାଗିଦ ପରେ ସେମାନେ ସେହିଠାରୁ ସ୍ଥନ ଛାଡି ପଳେଇଗଲେ, ସହି ଚରମ ବାଣୀ ଶୁଣି ସେଠlରେ ଉପସ୍ଥିତ ଥିବା ଗ୍ରାମବାସିଙ୍କ ମନରେ ଆତ୍ମା ବିଶ୍ୱାସ ଭାରି ଯାଇ ଥିଲା ସାଢେ ଚାରି କୋଟି ଓଡ଼ିଆ ଙ୍କ ପାଇଁ ଆଜିର ଦିନ ଏକ ମହତ ଦିନ, ସମସ୍ଥ ଓଡିଶା ବାସି ଏକଠି ହୋଇ, ଆନ୍ଧ୍ର ର ଲୋଲୁପ ଦୁଷ୍ଟି କୁ ବିରୋଧ କରିବା,କୋରାପୁଟ ର ସ୍ଥାନୀୟ ଭାଷା ରେ ସେଠାର ପିଲା ମାନଂକୁପାଠ ପଡ଼େଇବା ପାଇଁ କହିଥିଲି, କେନ୍ଦ୍ର ମନ୍ତ୍ରୀ ଙ୍କ ଗ୍ରସ୍ତ ରେ ବ୍ରହ୍ମ ଗିରି ବିଧାୟକ ଲଲାଟେନ୍ଧୁ ବିଦ୍ୟlଧର ମହାପାତ୍ର ଲେଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବଡ଼ ସିଂହ ବିଧାୟକ ସନାତନ ବିଜୁଳି, ଧାମ ନଗର ବିଧାୟକ ସୂର୍ଯ୍ୟ ବଂଶୀ ଓ ବି,ଜେ, ପି ଅନ୍ୟନ୍ୟ କର୍ମ କର୍ତ୍ତା ମାନେ ଯୋଗ ଦେଇ ପବିତ୍ର ଉତ୍କଳ ଦିବସ ପାଳନ କରିଥିଲେ |