ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଏକ ବିଚିତ୍ର ନିଷ୍ପତ୍ତି ନେଇଛନ୍ତି । ୟୁପି ସରକାର ମାଇଗ୍ରେଶନ କମିଶନ ଗଠନ ଜରିଆରେ ଶ୍ରମିକମାନଙ୍କ ସାମ୍ବିଧାନିକ ଅଧିକାରଗୁଡ଼ିକୁ ଛଡ଼ାଇନେବାକୁ ଚାହାନ୍ତି କି ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ପ୍ରଶ୍ନ ପଚାରିଛନ୍ତି ।