ସରକାରଙ୍କ ଅନଲକ୍ ୪ କୁ କଡା ପାଳନ କଲେ ବାଣପୁର ଏନ୍.ଏ.ସି କାର୍ଯନିର୍ବାହୀ ଅଧିକାରୀ ।

ବାଣପୁର,୦୯।୦୯: ଓଡିଶା ସରକାର SRCଙ୍କ ଚିଠି ସଂଖ୍ୟା -୫୦୩୯ ଆର୍ ଆଣ୍ଡ ଡିମ୍(ଡି.ଏମ୍), ତା-୩୧।୦୮।୨୦୨୦ଖ ରେ କଡା ନିର୍ଦ୍ଦେଶାବଳୀ ଦେଇଛନ୍ତି ଜନସାଧାରଣଙ୍କୁ । ଏହି ନିର୍ଦ୍ଦେଶାନାମାରେ କଡାପାଳନ ପାଇଁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହାକୁ ସମ୍ନାନ ଦେଇ ଓ କଡାକଡି ପାଳନ କରି ବାଣପୁର ଏନ୍.ଏ.ସି କାର୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ ଆଜି ବାଣପୁର ବଜାରରୁ ବିଭିନ୍ନ ସ୍ଥାନରେ Covid-19 ଅବମାନନାକୁ ତିକ୍ଷ୍ନ ନଜର ରଖି ଆଜି ଟ୧୧,୩୦୦ଙ୍କା ଜୋରିମାନା ଆଦାୟ କରିଛନ୍ତି । କରୋନା ସଂକ୍ରମଣ କୁ ରୋକିବା ପାଇଁ ଆଗକୁ ଆହୁରି କଡା କଡି ଭାବେ ଜୋରିମାନା ଆଦାୟ କରାଯିବ ବୋଲି କାର୍ଯନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ।