ରାଶିଫଳ (ଗୁରୁବାର) ସେପ୍ଟମ୍ବର ୧୦ ତାରିଖ ୨୦୨୦

ଭାଦ୍ର (ସିଂହ) ସେପ୍ଟମ୍ବର ୧୦ ତାରିଖ ୨୦୨୦
ମେଷ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବୃଷ – ପରାଶ୍ରିତ ହେବାକୁ ପଡିପାରେ। ଆୟ ସ୍ଥିର ରହିବାର ସମ୍ଭାବନା ରହିଛି। ଶରୀର ସୁସ୍ଥ ରହିବ। ସାମାନ୍ୟ ମାନସିକ ଅଶାନ୍ତି ରହିପାରେ।
ମିଥୁନ – ସୁଖ ଓ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – ପଥରୋଧ ଘଟିବାର ଯୋଗ ରହିଛି। ଘରୁ ବାହାରିବା ପୂର୍ବରୁ ମାତ ବୃନ୍ଦାବତୀଙ୍କୁ ଦର୍ଶନ କରନ୍ତୁ।
ସିଂହ – ଆୟ କମ ହୋଇପାରେ। ଶାରୀରିକ ସୁସ୍ଥତା ମିଳିବ। ମନ ସାମାନ୍ୟ ବ୍ୟାକୁଳିତ ହେବ।
କନ୍ୟା – ଦିନଟି ସାରା କର୍ମ ଚଞ୍ଚଳ ରହିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ପରୋପକାର କରି ପାରନ୍ତି। ବନ୍ଧୁମାନେ ସହଯୋଗ କରିବେ। ଆୟ ସାମାନ୍ୟ କମ ହେବାର ସମ୍ଭାବନା ରହିଛି।
ବିଛା – ସୁଖହାନୀ ଘଟିପାରେ। ଠକାମିର ଶିକାର ହେବାର ସମ୍ଭାବନା ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ନୀତିଭ୍ରଷ୍ଟ ହୋଇପାରନ୍ତି। ସତର୍କ ରୁହନ୍ତୁ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମକର – ଦୁଃସାହସ ପ୍ରଦର୍ଶନ କରବେ। ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ସହଯୋଗ ମିଳିବ।
କୁମ୍ଭ – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହୋଇପାରେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମୀନ – ଉତ୍ସାହ ବଢିବ। ଶତ୍ରୁ ଜୟ କରିବେ। ସହଯୋଗ ମିଳିବ।