ବାଣପୁର ୨୧/୦୭ : ବାଣପୁର ଅଞ୍ଚଳରେ କରୋନା ଅଣାୟତ ହେବାକୁ ଗଲାଣି ଆଜି ଗୋଦାବରିଶ ବିଦ୍ୟାଳୟ ଠାରେ ଥିବା ସ୍ଵାବ ସାମ୍ପଲ କଲେକ୍ଶନ ସେଣ୍ଟର ରେ ଜନୈକ ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା କଥା ଜଣାପଡିଛି । ବର୍ତ୍ତମାନ ସମୟରେ କରୋନା ଯୋଦ୍ଧା ମାନଙ୍କୁ ସଂକ୍ରମଣ ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଯାଇଛି । ସାଧାରଣରେ ଲୋକାଲ କେସ ବଢୁଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥାକୁ ଏଡାଇ ଦିଆ ଯାଇନପାରେ । ଜନୈକ ସଫେଇ କର୍ମଚାରୀ ଜଣଙ୍କ ଆଞ୍ଚଳିକରେ ବହୁ ସ॰କ୍ଷକ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳୁଛି ।