ରୁଙ୍ଗଟା ସନ୍ସ ତରଫରୁ ଉତ୍କଳ ଦିବସ |

କୋଇଡା :(ଡ଼ମୁ ପାତ୍ର ) କୋଇଡା ମାଇଲିଙ୍ଗ ସେକ୍ଟର ଅନ୍ତର୍ଗତ ସାନନ୍ଦୁପୁର ରୁଙ୍ଗଟା ଓ ଓରାଘାଟ ଖଣିରମିଳିତ ସହଯୋରେ ଉତ୍କଳ ଦିବସ ପାଳିତ କରାଯାଇଛି ସର୍ବପ୍ରଥମେ ସାନଇନ୍ଦପୁର ଲେଡି଼ଶ କ୍ଲବ ମେମ୍ବର ମାନଙ୍କ ଦ୍ୱରା ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା ଏହି ପରିପେକ୍ଷୀରେ ସାନଇନ୍ଦୁପୁର ଖଣି ପରିଚାଳକ ଶ୍ରୀଯୁକ୍ତ ଅନିଲ କୁମାର ଚୋୖଥୁରୀ ଉତ୍କଳଦିବସର ମହୋତ୍ୱ ସହିତ ଓଡ଼ିଶାର ପରମ୍ପରା ବିଷୟରେ ଅଭିଭାଷ ପ୍ରଦାନ କରିଥିଲେ ! ଏହାପରେ ଓରାଘାତ ପରିଚାଳକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପ୍ରଧାନ ଉତ୍କଳଦିବସ ପାଳନ ଅବଶରରେ ଓଡ଼ିଆ ଜାତିର ବୋରପୁତ୍ରମନଙ୍କର ବଳିଦାନ ସମ୍ୟଥରେ ଧାରତା ଦେଇଥିଲେ ଓ କହିଥିଲେ ଯେ ଓଡିଶା ଏକ ଭାଷା ବିଭିନ୍ନ ରାଜ୍ୟ ଆମ୍ବେମାନେ ଏହି ପରୀକ୍ଷା ର ସଂସ୍କୃତିକୁ ବଜାଇ ରଖିବା ଆମ୍ଭମାନଙ୍କ ର ପ୍ରାଥନା ଦାୟତ୍ୱ, ପରେ ସାନନ୍ଦପୁର ଜୀଏମ.ଆମରେନ୍ଦ୍ର ସଡ଼ଙ୍ଗି ତାଙ୍କର ଅଭିଭାଣ ରେ ଓଡିଶା କଳା ସଂକୃତି ପରମମ୍ପରା ପାଇଁ ଭାରତ ବର୍ଷ ରେ ପ୍ରଥମ ସ୍ଥାନଅଧିକାର କରିଛି, ଏହାପରେ ଲେଡିଶ କ୍ଲବ ମେମ୍ବର ମାନଙ୍କ ଦ୍ୱରା ପ୍ରସ୍ତୁତି କରାଯାଇଥିବା ପରମ୍ପରିକ ପିଠା ଝୋଟି ପ୍ରତିଯୋଗିତାକୁ ଅତିଥି ମାନେ ଦେଖିଥିଲେ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ନାଚ ସଙ୍ଗୀତ 2ଦର୍ଶନ କରିଥିଲେ ଅତିଥି ମାନେ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ, ଲେଡିଶ କ୍ଲବ ର ସଭାପତି ଦୀପ ଶିଖା, ଉପସଭାପତି ନେତ୍ରୀ ରାଜଶ୍ରୀ ଷଡ଼ଙ୍ଗୀ,ସମ୍ପାଦିକା ଅରୁନ୍ଦତି ମାହାନ୍ତି ଓ ସମସ୍ତ ମେମ୍ବର ଉପସ୍ଥିତି ଥିଲେ ଶେଷରେ ଶ୍ରୀମତୀ ରୁବି ଗୁଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ କୁ ଶଜୟ କୁମାର ଷଡ଼ଙ୍ଗୀ, ବିଷ୍ଣୁପଦ ଷଡ଼ଙ୍ଗୀ,ଅଜୟ କୁମାର କର,ଅଞ୍ଜନ କୁମାର ଲେଙ୍କା R S ମାହାନ୍ତି, ରାମେଶ୍ୱର ପାଇକରାୟ ରଞ୍ଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ଖଣିର ସମସ୍ତେ କ୍ରମ କର୍ତା ଉପସ୍ଥିତ ଥିଲେ |