ମାର୍ଚ୍ଚ ୧୮ ତାରିଖ ୨୦୨୧
ମେଷ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ବୃଷ – କାର୍ଯ୍ୟହାନୀ ଘଟିପାରେ। ସତର୍କ ରୁହନ୍ତୁ। ବୃନ୍ଦାବତୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
କର୍କଟ – ପ୍ରଶଂସା ଲାଭ ହେବ। ବନ୍ଧୁ ସହଯୋଗ କରିବେ। ଆୟ ଭଲ ହେବ।
ସିଂହ – ପରୋପକାରରେ ସାମୀ ବିତିବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କନ୍ୟା – ସୁଖହାନୀ ଘଟିବ। ଅସମ୍ମାନିତ ହୋଇପାରନ୍ତି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଆନନ୍ଦ ଉତ୍ସବରେ ଦିନଟି କଟିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ନୂତନ ଯୋଜନା ପାଇଁ ମନ ବଳାଇବେ।
ବିଛା – ଅହଂକାର ବୃଦ୍ଧି ହେବ। ସାମାନ୍ୟ ଅସ୍ୟସ୍ଥତା ଦେଖାଦେଇପାରେ। ଆୟ ସ୍ଥିର ରହିବ।
ଧନୁ – ପରାଜୟ ଘଟିପାରେ। ମନ ଆନ୍ଦୋଳିତ ହେବ। ଆୟ କମ ହେବ।
ମକର – ଦ୍ରବ୍ୟ ନଷ୍ଟ ହୋଇପାରେ। ବନ୍ଧୁ ଦର୍ଶନ ହେବ। ଖର୍ଚ୍ଚ ବୃଦ୍ଧି ଘଟିବ।
କୁମ୍ଭ – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଦିନଟି ପ୍ରାୟ ଭଲରେ କଟିବାର ଯୋଗ ରହିଛି।
ମୀନ – କାର୍ଯ୍ୟରେ ବଲମ୍ବ ଘଟିବ। ଯାତ୍ରା ସଫଳ ହେବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।