ମାଘ (ମକର) ୩ ଦିନ, ଜାନୁଆରୀ ୧୬ ତାରିଖ ୨୦୨୧
ମେଷ – ଧନପ୍ରାପ୍ତି ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ। ମାନସିକ ଶାନ୍ତି ମିଳିବ।
ବୃଷ – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କାରି କର୍ମ ତତ୍ପର ହୁଅନ୍ତୁ। ବନ୍ଧୁମାନେ ସହଯୋଗ କରିବେ।
ମିଥୁନ – ଧର୍ମ କାର୍ଯ୍ୟରେ ମନ ବଳାଇବେ। ମାନସିକ କଷ୍ଟ ଦେଖାଦେଇପାରେ। ଆୟ ସ୍ଥିର ରହିବ।
କର୍କଟ – ଅସୁସ୍ଥତା ଦେଖାଦେବ। ଆୟ କମ ହୋଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ସିଂହ – ବନ୍ଧୁ ମିଳନ ଯୋଗ ରହିଛି। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ପ୍ରଶଂସିତ ହେବେ।
କନ୍ୟା – ଧୈର୍ଯ୍ୟହାନୀ ଘଟିବ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
ତୁଳା – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ମାନସିକ ଶାନ୍ତି ଉପଲବ୍ଧ ହେବ। ଶରୀର ସୁସ୍ଥ ରହିବ।
ବିଛା – ବାଦବିବାଦ ଭିତରେ ଦିନଟି କଟିବ। ଠକାମିର ଶିକାର ହୋଇପାରନ୍ତି। ସତର୍କ ରୁହନ୍ତୁ।
ଧନୁ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଆୟ ଭଲ ହୋଇପାରେ। ଦିନଟି ପ୍ରାୟ ଭଲରେ କଟିବ।
ମକର – ଆଶାବାଦୀ ହେବେ। ସହଯୋଗ ମିଳିବ। ଆୟ ଠିକ ରହିବ।
କିମ୍ଭ – ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। ମନ ପ୍ରଫୁଲ୍ଲ ରହିବ।
ମୀନ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପସନା କରନ୍ତୁ।