ପୌଷ ଡିସେମ୍ବର ୧୮ ତାରିଖ ୨୦୨୦
ମେଷ- ସୁଖ ସମ୍ମାନ ଲାଭ ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ବୃଷ – ପରୋପକାରରେ ସାମୟ କଟିବ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ମିଥୁନ – ଧନକ୍ଷୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କର୍କଟ – ଭ୍ରମଣ ଯୋଗ ରହିଛି। ବନ୍ଧୁ ଦର୍ଶନ ହୋଇପାରେ। ଆୟ ଠିକ ରହିବ।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ।
କନ୍ୟା – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହେବ। ପାରିବାରିକ ସହଯୋଗ ମିଳିବ।
ତୁଳା – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ବିଛା – ଲୋକ ସମ୍ପର୍କ ବୃଦ୍ଧିହେବ। ଶରୀର ସୁସ୍ଥ ରହିବ। ସହଯୋଗ ପ୍ରାପ୍ତି ହେବ।
ଧନୁ – ଆଶାବାଦୀ ହେବେ। ଆୟ ଠିକ ରହିବ। ସହଯୋଗ ମିଳିବ।
ମକର – ଉତ୍ସାହିତ ହେବେ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
କୁମ୍ଭ – କାର୍ଯ୍ୟରେ ବାଧା ଉପୁଜିବ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ପାରିବାରିକ ସହଯୋଗ ମିଳିବ।
ମୀନ – ଉତ୍ସାହ ବୃଦ୍ଧି ହେବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।