ମାର୍ଗଶିର (ବିଛା) ନଭେମ୍ବର ୧୭ ତାରିଖ ୨୦୨୦
ମେଷ – ଆଧ୍ୟାତ୍ମିକ ଭାବନା ଭିତରେ ଦିନଟି କଟିବ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ବୃଷ – ଶାରୀରିକ ପୀଡା ଅନୁଭବ କରିପାରନ୍ତି। ପାରିବାରିକ ସହଯୋଗ ମିଳିବ। ଆୟ ସ୍ଥିର ରହିବ।
ମିଥୁନ – ମିତ୍ର ଲାଭ ହୋଇପାରେ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
କର୍କଟ – କ୍ରୋଧ ବୃଦ୍ଧି ଘଟିବ। ସଂଯମତା ଆଚରଣ କରନ୍ତୁ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ସିଂହ – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହେବ। ଆୟ ସ୍ଥିର ରହିବ।
କନ୍ୟା – ପ୍ରତିଶୋଧ ପରାୟଣ ହୋଇପାରନ୍ତି। ବନ୍ଧୁମାନେ ସହଯୋଗରୁ ଦୂରରେ ରହିବେ।
ତୁଳା – କଠିନ ପରିଶ୍ରମ କରିବାକୁ ପଡିପାରେ। ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ବିଛା – ଆଶାବାଦୀ ହେବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ଧନୁ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୁତ ହେବ।
ମକର – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
କୁମ୍ଭ – ଆୟ ଭଲ ହେବାର ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ।
ମୀନ – ସଠିକ ଭାବରେ କର୍ତ୍ତବ୍ୟ ପାଳନ କରିବେ। ସହଯୋଗ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ।