ରାଶିଫଳ (ସୋମବାର) ଅକ୍ଟୋବର ୫ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ଅକ୍ଟୋବର ୫ ତାରିଖ ୨୦୨୦
ମେଷ – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବୃଷ – ବ୍ୟୟ ବୃଦ୍ଧି ଘଟିବାର ଯୋଗ ରହିଛି। ସତର୍କ ରୁହନ୍ତୁ। ଚନ୍ଦ୍ର ଶୁଦ୍ଧି ରହିଛି। କିଛି ଲାଘବ ହେବ।
ମିଥୁନ – ପଥରୋଧ ଘଟିପାରେ। ପାରିବାରିକ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କର୍କଟ – ପ୍ରଶଂସିତ ହେବାର ଯୋଗ ରହିଛି। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।
ସିଂହ – ଆଜି ଆପଣ କର୍ମଚଞ୍ଚଳ ରହିବେ। ମାନସିକ ଶାନ୍ତି ମିଳିବ। ଆୟ ସ୍ଥିର ରହିବ।
କନ୍ୟା – ଆଶ୍ଵସ୍ତିବୋଧ କରିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ଶାରୀରିକ ପୀଡା ଦେଖାଦେଇପାରେ। ମନ ଆନ୍ଦୋଳିତ ହେବ। ଆୟ କମ ହେବାର ସମ୍ଭାବନା ଅଛି।
ବିଛା – ବନ୍ଧୁ ମିଳନ ଘଟିବାର ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ଧନୁ – କାର୍ଯ୍ୟକ୍ଷେତ୍ରରେ ଅସହଯୋଗ ଦେଖାଦେଇ ପାରେ। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ମକର – ସମ୍ମାନ ହାନୀ ଘଟିବାର ଯୋଗ ରହିଛି। ମାତା କାଳୀଙ୍କର ଉପାସନା କରନ୍ତୁ। ଲାଘବ ହେବ।
କୁମ୍ଭ – ବାଦବିବାଦ ଭିତରେ ଦିନଟି କଟିବ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମୀନ – ପ୍ରାଧାନ୍ୟ ବୃଦ୍ଧି ହେବ। ବନ୍ଧୁ ସହଯୋଗ କରିବେ। ଦିନଟି ଭଲରେ କଟିବାର ସମ୍ଭାବନା ଅଛି।