ଆଜିର ରାଶିଫଳ (ସୋମବାର)

ଭାଦ୍ର (ସିଂହ) ସେପ୍ଟମ୍ବର ୧୪ ତାରିଖ ୨୦୨୦
ମେଷ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ବୃଷ – ପ୍ରଶଂସିତ ହୋଇପାରନ୍ତି। ସହଯୋଗ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମିଥୁନ – ଆଳସ୍ୟ ବୃଦ୍ଧି ପାଇବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
କର୍କଟ – ସୁଖ ଓ ସମ୍ମାନ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ସିଂହ – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ମନ ପ୍ରସନ୍ନ ରହିବ। ସହଯୋଗ ମିଳିବ। ଆୟ ଠିକ ରହିବ।
ତୁଳା – ଆୟ ଭଲ ହୋଇପାରେ। କର୍ମତତ୍ପର ହୁଅନ୍ତୁ। ସହଯୋଗ ମିଳିବାର ସମ୍ଭାବନା ରହିଛି।
ବିଛା – ଦୂରଯାତ୍ରା କରିପାରନ୍ତି। ବନ୍ଧୁ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ଧନୁ – ଶାରୀରିକ ପୀଡା ଅନୁଭବ କରିପାରନ୍ତି। ସହଯୋଗ କମ ମିଳିବାର ସମ୍ଭାବାନ ରହିଛି। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହୋଇପାରେ।
ମକର – ଆନନ୍ଦ ଉତ୍ସବରେ ଦିନଟି କଟିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନସିକ ଶାନ୍ତି ମିଳିବ।
କୁମ୍ଭ – ଆତ୍ମଗୋପନ କରିବାକୁ ପଡିପାରେ। ଶରୀର ସାମାନ୍ୟ ଅସୁସ୍ଥ ରହିବ। ଆୟ ସ୍ଥିର ରହିବ।
ମୀନ – ଅହଂକାର ଭାବ ଜାଗ୍ରତ ହେବ। ଲଜ୍ଜିତ ହେବାକୁ ପଡିପାରେ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ।