ଆଜି ତା ୦୨.୦୯.୨୦୨୧ ଗୁରବାରର ରାଶିଫଳ

ମେଷ: ମାଡ଼ ଠୁ ରକ୍ଷା ପାଇବା ପାଇଁ ସାବଧାନ ହୋଇ ବସନ୍ତୁ | ତା ସହିତ ଠିକ ଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତା ଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇ ଯିବ | ଯେଉଁମାନେ କୌଣସି ଅଚିଂହା ବ୍ୟକ୍ତିଙ୍କ ଉପଦେଶରେ ଅର୍ଥ ନିବେଶ କରିଥିଲେ ସେମାନେ ଆଜି ଲାଭାନ୍ବିତ ହେବେ | ଘରେ ଉଲ୍ଲାସର ପରିବର୍ତନ ଥିବା ଯାହା ଆପଣଙ୍କ ଚାପକୁ କମ କରି ଦେବ | ଆପଣ ଏହାର ପୁର୍ଣ ରୂପେ ସହଭାଗି ହୁଅନ୍ତୁ ଓ କେବଳ ମୁକ ଦର୍ଶକ ହୋଇ କିଛି ଲାଭ ମିଳିବ ନାହିଁ | ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ | ଯେଉଁ ମାନେ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି , ସେଇ ମାନେ ଆପଣଙ୍କ ଆଖି ସମାନରେ ହିଁ ତଳକୁ ଖସି ଯିବେ | ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ହୋଇ ପାରେ କି ଆପଣଙ୍କ ଜୀବନ-ସାଥୀ ଆଜି ସୁନ୍ଦର ଶବ୍ଦରେ ଆପଣଙ୍କୁ ଜଣେଇବେ କି ଆପଣ ତାଙ୍କ ପାଇଁ କେତେ ମତ୍ତ୍ୱପୁର୍ଣ |
ବୃଷ: ଖାଇବା ପିଇବା ବେଳେ ସାବଧାନ ରୁହନ୍ତୁ | ଭେଖାତିର ହେବ ରୋଗ ହେବାର କାରଣ ହୋଇ ପାରେ | ଆପଣଙ୍କର ସୃଜନାତ୍ମକ କଳା ଅତି ଲାଭକାରୀ ହୋଇ ପରେ ଯଦି ତାହାର ଠିକ ଜାଗାରେ ପ୍ରୟୋଗ କରା ଯିବ | ନିଜର ଜୀବନ-ସାଥୀ ସହିତ ନିଜର ଗୁପ୍ତ କଥାକୁ ଭାବି-ଛିନ୍ତିକି ଜଣାନ୍ତୁ | ଯଦି ସମ୍ଭବ ଏହା ଠୁ ନିଜକୁ ରକ୍ଷା କରନ୍ତୁ,କାରଣ ଏହି କଥା ଗୁଡ଼ାର ବାହାର ଲୋକଙ୍କ ଜଣ ପଡ଼ିବାର ଡର ଅଛି | ଖୁସିରେ ରୁହତୁ ଓ ପ୍ରେମ ରାସ୍ତାରେ ଆସୁଥିବା କୌଣସି ବାଧାକୁ ସ୍ମୁଖିଣ ହେବାକୁ ପ୍ରସ୍ତୁତ ରୁହନ୍ତୁ | ଆଜି ଆପଣଙ୍କ ବସ୍ରେ ଛାଡ଼ ଦବା ମନରେ ନାହାନ୍ତି – ତେଣୁ ଆପଣଙ୍କୁ ତାଙ୍କର ଭଲ ଦୃଷ୍ଟିରେ ରହିବ ପାଇଁ ନିଜର କାମ କରିବାକୁ ପଡ଼ିବ | ସେମିନାର ଓ ପ୍ରଦର୍ଶନୀ ଆପଣଂକୁ ନୂଆ ଜ୍ଞାନ ଓ ବନ୍ଧୁ ଦେବ | ଆପଣଙ୍କ ବୈବାହିକ ଜୀବନରେ ସବୁ ମଜା ସରିଗଲା ପରି ଜଣ ପଡୁଛି | ନିଜର ଜୀବନସାଥୀ ସହିତ କଥା ହୁଅନ୍ତୁ ଓ କିଛି ମଜା କଲା ପରି ଯୋଜନା ବନାନ୍ତୁ |
ମିଥୁନ: ଯେତେ ବେଳେ ଆପଣ କୌଣସି ନିଷ୍ପତି ନେବେ,ସେତେବେଳେ ଅନ୍ୟ ମାନଂକ ଭାବନା କୁ ଦୃଷ୍ଟିରେ ରଖନ୍ତୁ | ଆପଣଙ୍କର କୌଣସି ଭୁଲ ନିଷ୍ପତି ନ ତାଙ୍କ ଉପରେ ପକେଇବ, ତା ଛଡ଼ା ଆପଣଙ୍କୁ ବି ମାନସିକ ଚାପି ଦେବ | ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ | ମାତା-ପିତାଙ୍କ ସହିତ ନିଜର ଖୁସି ବାଣ୍ଟନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଅନ୍ତୁ କି ଆପଣଙ୍କ ମନରେ ତାଂକ ପାଇଁ କେତେ ମହତ୍ୱ ଅଛି,ଏହା ଦ୍ଵାରା ତାଙ୍କର ଏକୁଟିଆ ଥିବାର ଭାବନା ଆପେ ହିଁ ସରି ଯିବ | ଆମର ଜୀବନର କଣ ଲାଭ ଯଦି,ଆମେ ଆଉ କାହାର ଜୀଵନ ସହଜ ନ କରି ପାରୁ | ପ୍ରେମ ସମ୍ପର୍କରେ କୌଣସି ପ୍ରକାରର ଚାପ ପକେଇବାକୁ ଚେଷ୍ଠା କରନ୍ତୁ ନାହିଁ | ନିଜର ଚାରିଆଡେ ହୋଉଥିବା ଗତିବିଧି ଉପରେ ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ କାମର ଶ୍ରୟ ଆଉ କେହି ନେଇ ଯାଇ ପାରେ | ସାଂସାରିକ ମୋହରୁ ଦୂରରେ ଆପଣ ଆଜି ଆନନ୍ଦର ଖୋଜରେ ଆଧ୍ୟାତ୍ମିକଗୁରୁଙ୍କୁ ଭେଟିବାକୁ ଯାଇପାରନ୍ତି | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି |
କର୍କଟ: ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଆଜି ନିବେଶ କରିବା ବର୍ଜନ କରନ୍ତୁ | ଆପଣଙ୍କ ପିଲା ମାନେ ନିଜ ଭବିଷ୍ୟ ବିଷୟରେ ଯୋଜନା କରିବା ଜାଗାରେ ବାହାରେ ବେଶୀ ସମୟ କାଟିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି | ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ | ଆଜି ନୂଆ ଟଙ୍କା ବ୍ୟବସାୟ କରିବାର ବିଚାର ଯାହା ମନକୁ ଲାଭ ଉଠାନ୍ତୁ | ଆପଣ ଜଣେ ଭିନ୍ନ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଯେ ଏକାକୀ ରହିବାକୁ ବେଶୀ ପସନ୍ଦ କରନ୍ତି | ଆଜି ଆପଣ ଆପଣଙ୍କ ପାଇଁ ସମୟ ପାଇବେ କିନ୍ତୁ ଅଫିସ କାମରେ ବ୍ୟସ୍ତ ରହିବେ | ଆପଣ ଵିଵାହାଠୁ ଜଡିତ ପରିହାସ ସୋସିଆଲ-ମିଡ଼ିଆରେ ପଢିକି ହସୁଥିବେ | କିନ୍ତୁ ଆଜି ଯେତେ ବେଳେ ଆପଣଙ୍କ ବୈବାହିକ ଜୀବନ ଠୁ ଜଡ଼ିତ କିଛି ପ୍ରେମ ଭରା କଥା ଆସିବା ଆପଣଙ ଭାବୁକ ନ ହୋଇ ରଖି ପରାଇବେନି |
ସିଂହ: ଖୁସି ରହନ୍ତୁ, କାରଣ ସବୁ ଅସୁବିଧା ପାଇଁ ଏହା ବିଷ ନିରୋଧକ ଅଟେ | ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ | ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ | କେବଳ ସ୍ପଷ୍ଟ ବୁଝାମଣା ମାଧ୍ୟମରୁ ଆପଣଙ ଆପଣଙ୍କ ଜୀବନ-ସାଥୀଙ୍କୁ ଭାବନାତ୍ମକ ଭାବରେ ସାହାଯ୍ୟ ଦେଇ ପାରିବେ | କ୍ୟାରିୟରର ଦୃଷ୍ଟିରୁ ଆରମ୍ଭ କରି ଥିବା ଯାତ୍ରା ସଫଳ ରହିବ | କିନ୍ତୁ ଏମିତି କରିବା ପୂର୍ବରୁ ନିଜ ମାତା-ପିତାଙ୍କ ସହମତି ନହଟଇ ନିଅନ୍ତୁ | ଆଜି ପରିବାରର ବହୁତ ଗୁଡ଼େ ସମସ୍ୟା ଆପଣଙ୍କ ସହିତ ଆଲୋଚନା କରାଗଲେ ମଧ୍ୟ ଆପଣ ଆପଣଙ୍କ କାମରେ ବ୍ୟସ୍ତ ରହିବେ ଓ ଅବସର ସମୟରେ ନିଜର କୌଣସି ରୁଚି ପୂର୍ଣ୍ଣ କରି ସମୟ ଅତିବାହିତ କରିବେ | ଆପଣଙ୍କ ଜୀବନ-ସାଥୀ ଗୋଟେ ଦେବଦୁତ ପରି ଆପଣଙ୍କ ଧ୍ୟାନ ରଖିବେ |
କନ୍ୟା: ଆଜି ଦିନ ସାରା ଊର୍ଜା ସହିତ ଭରା ରହିବେ | ପରେ କାମ ଚାପ ଯୋଗୁ ବିରକ୍ତ ହୋଇ ପାରନ୍ତି | ତରବର ହୋଇ କୌଣସି ନିବେଶ କରନ୍ତୁ ନାହିଁ ଭାବି ଚିନ୍ତି ସବୁ ଆଡୁ ଦୃଷ୍ଟି ରଖିକି ଆଗକୁ ବଢ଼ନ୍ତୁ | ଘରୋଇ ବିଷୟ ଉପରେ ଅତି ଶୀଘ୍ର ଧ୍ୟାନ ଦେବା ଉଚିତ | ଆପଣଙ୍କ ଦ୍ୱାରା କରା ଯାଇଥିବା ବେଖାତିର ଭାବ ଦାମୀ ପ୍ରମାଣିତ ହେବ | ଆପଣଙ୍କ ପ୍ରେମର ରାସ୍ତା ଏକ ସୁନ୍ଦର ଗତି ଆଡ଼କୁ ଯାଇ ପାରେ | ଆଜି ଆପଣଙ୍କୁ ପ୍ରେମର ସ୍ବର୍ଗୀୟ ଅନୁଭବ ହେବ | ଏମିତିଆ କାର୍ଯ୍ୟ ହାଥରେ ନିଅନ୍ତୁ,ଯାହା ସର୍ଗନାତ୍ମକ ପ୍ରକୃତିର ଅଟେ | ଏହି ରାଶିର ଵ୍ୟାକରୀମାନେ ନିଜ ଅବସର ସମୟରେ ଆଧ୍ୟାତ୍ମିକ ବହି ପଢ଼ି ସମୟ ଅତିବାହିତ କରିବା ଉଚିତ | ଏହା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ | ସମ୍ଭବ ଅଛିକି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଆହୁରି ବଢ଼ି ପାରେ |ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହାରବି ଦୂରଗାମୀ ପରିଣାମ ହୋଇ ପାରେ |
ତୁଳା: ନିଜର ବ୍ୟକ୍ତିତ୍ୱର ଉନ୍ନତି କରିବା ପାଇଁ ଗମ୍ଭୀର ଭାବେ ଚେଷ୍ଟା କରନ୍ତୁ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଘରୋଇ କାମ ଆପଣଙ୍କୁ ଅଧିକ ସମୟ ବ୍ୟସ୍ତ ରଖିବ | ପ୍ରତ୍ୟେକ କଥାରେ ନିଜର ପ୍ରେମକୁ ଦେଖାଇବା ଭଲ ନୁହେଁ | ବେଳେବେଳେ ଏହାଦ୍ୱାରା ସମ୍ପର୍କ ରେ ମଧୁରତା ଆସିବା ପରିବର୍ତ୍ତେ ତିକ୍ତତା ଆସିପାରେ | କାର୍ଯ୍ୟସ୍ଥଳରେ ଆଜି ଆପଣଙ୍କ ପାଇଁ ଶୁଭ ଦିନ ଅଟେ | ଆଜି ଆପଣଙ୍କ ସହକର୍ମୀ ତଥା ଆପଣଙ୍କ ଉପରିସ୍ଥ କର୍ମଚାରୀମାନେ ଆପଣଙ୍କ କାମର ପ୍ରସଂଶା କରିବେ | ବ୍ୟବସାୟୀ ମାନେ ଆଜି ଲାଭାନ୍ବିତ ହେବେ | କାମରୁ କିଛି ସମୟ କାଢି ଆଜି ଆପଣ ଆପଣଙ୍କ ଜୀବନସାଥୀ ସହିତ କଟାଇପାରିବେ | ଆପଣ ଓ ଆପଣଙ୍କ ପ୍ରିୟ ଆଜି ନିଜ-ନିଜକୁ ନିଜର ସୁନ୍ଦର ଭାବନା ଜଣେଇ ପାରିବେ |
ବିଛା: ନିଜର ମାନସିକ ଶାନ୍ତି ପ୍ରାପ୍ତ କରିବା ପାଇଁ ଦାନପୂର୍ଣ୍ଣ ପରି କାର୍ଯ୍ୟରେ ଯୋଗ ଦିଅନ୍ତୁ | ଭାଇ ଭଉଣୀଙ୍କ ତରଫରୁ ଆଜି ଆପଣଙ୍କୁ ଆର୍ଥିକ ସହାୟତା ମିଳିବ | ତେଣୁ ସେମାନଙ୍କର ଉପଦେଶ ମାନନ୍ତୁ | ଯାହା ଉପରେ ଆପଣ ବିଶ୍ୱାସ କରନ୍ତି,ହୋଇ ପାରେ କି ସିଏ ଆପଣଙ୍କୁ ପୁର୍ଣ ସତ୍ୟ କହୁ ନାହାନ୍ତି | ଆପଣଙ୍କ ଅନ୍ୟ ମାନଙ୍କୁ ରାଜି କରେଇବାର କ୍ଷମତା ଆସୁଥିବା ଅସୁବିଧାକୁ ସମାଧାନ କରିବାରେ କାରିଗର ପ୍ରମାଣିତ ହେବ | ପ୍ରେମର ପୁରା-ପୁରୀ ମଜା ନିଅନ୍ତୁ | କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳି ପାରେ | ରାତିରେ ଅଫିସ ରୁ ଫେରିଲା ସମୟରେ ସାବଧାନ ହୋଇ ଗାଡି ଚଳାଇବେ | ଦୁର୍ଘଟଣା ହୋଇପାରେ ଏବଂ ଆପଣ ବହୁତ ଦିନ ପରଷାନ୍ତ ଶଯ୍ୟାଶାୟୀ ହୋଇପାରନ୍ତି | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |
ଧନୁ: ଆଜି ନିଜର ଉର୍ଜାର ଉଚ୍ଚ ସ୍ତରକୁ, କାମରେ ଲଗାନ୍ତୁ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | ଆଜି ନିଜର କିଛି ସମୟ ଅନ୍ୟଙ୍କୁ ଦେବା ପାଇଁ ଶୁଭ ଅଟେ | ଅନ୍ୟ ମାନଙ୍କର ହସ୍ତକ୍ଷେପ ଯୋଗୁଁ ବିବାଦ ହୋଇ ପାରେ | ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଆପଣଙ୍କୁ ନିଜର ଜୀବନ-ସାଥୀକୁ ବୁଝିବାରେ ଆପଣଙ୍କ ଠୁ ଭୁଲ ହୋଇ ପାରେ, ଯାହା କାରଣରୁ ପୁରା ଦିନ ଆପଣ ଦୁଖୀ ରହିବେ |
ମକର: ଉତ୍ତମ ସ୍ୱାସ୍ଥ୍ୟ କାରଣରୁ ଆପଣ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପାରିବେ | ଯଦି ଆପଣ କୌଣସି ନିବେଶ କରିଛନ୍ତି , ଆଜି ସେ ନେଇ ଆପଣଙ୍କୁ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | ଯଦି ଆପଣ କାର୍ଯ୍ୟାଳୟରେ ଅଧିକ ସମୟ କାଟିବେ, ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ି ପାରେ | ଆପଣଙ୍କୁ କାହା ସହିତ ପ୍ରଥମ ଦେଖା ପ୍ରେମ ହୋଇ ପାରେ | ଆପଣ କୌଣସି ବଡ଼ ବ୍ୟବାସୀଙ୍କ ଆଦାନ-ପ୍ରଦାନ କରି ପାରନ୍ତି ଓ ମନୋରଞ୍ଜନ ଠୁ ଜଡିତ କୌଣସି ପରିଯୋଜନାରେ ନୂତନ ଲୋକଙ୍କ ସହିତ ଦେଖା କରି ପାରନ୍ତି | ଆପଣଙ୍କ ଅବସର ସମୟରେ ଆପଣ ଆଜି ଧ୍ୟାନ କରିବାକୁ ପସନ୍ଦ କରିବେ ଯଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିପାରିବ | ଏହା ବୈବାହିକ ଜୀବନର ସବୁଠୁ ଉତ୍ତମ ଦିନ ଅଟେ | ଆପଣଙ୍କୁ ପ୍ରେମର ଗଭୀରତା ଅନୁଭବ ହେବ |
କୁମ୍ଭ: ଅପ୍ରତ୍ୟାନସୀତ ଯାତ୍ରା କରିବା କାରଣରୁ ଆପଣ ଠକ ଅନୁଭବ କରିବେ ଓ ଆପଣ ଉତ୍ତେଜିତ ଅନୂଭଵ ବି କରିବେ | ମାଂସପେଶୀକୁ ଆରାମ ଦେବା ପାଇଁ ଶରୀରକୁ ତେଲରେ ମାଲିସ କରନ୍ତୁ | ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ | ଯଦି ଆପଣ ପାର୍ଟି କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜର ସାଙ୍ଗ ସାଥୀଙ୍କୁ ନିମନ୍ତ୍ରଣ ଦିଅନ୍ତୁ | ଏମିତି ବହୁତ ଜଣ ଥିବେ, ଯେଉଁ ମାନେ ଆପଣଙ୍କ ଉତ୍ସାହରେ ବୃଦ୍ଧି ଆଣିବେ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ | ଏହି ସମୟରେ ଆରମ୍ଭ କରିଥିବା ବ୍ୟବସାୟିକ ସମ୍ପର୍କ ଆଗକୁ ଯାଇକି ବହୁତ ଲାଭ ଦେବ | ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ | କିନ୍ତୁ ଏଥିରେ ଏତେ ମଟନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବ | ଆଜି ଦିନରେ ଆପଣ ଓ ଆପଣଙ୍କ ଜୀବନ-ସାଥୀ ଗଭୀର ଆତ୍ମୀୟାପୂର୍ଣ କଥା ହୋଇ ପାରନ୍ତି |
ମୀନ: ଆଜି ଦିନଟା ନିଜର କାମକୁ ଅଲଗା ରଖିକି ଟିକେ ଆରାମ କରନ୍ତୁ ଓ କିଛି ଏମିତିଆ କରନ୍ତୁ ଯାହା ଆପଣଙ୍କୁ ଖୁସି ଦିଏ | ଆଜି କୌଣସି ପୁରୁଣା ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ | କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଦ୍ୱାରା ଆପଣଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ | ବିବାହ ବନ୍ଧନରେ ଜଡିତ ହେବ ପାଇଁ ଏହା ଉତ୍ତମ ସମୟ ଅଟେ | ପ୍ରେମର ଦୃଷ୍ଟିରୁ ଯଦି ଆପଣ ଦେଖିବେ ତାହେଲେ ଜୀବନର ରସର ପୁରା ଆନନ୍ଦ ନେବାର ସଫଳ ରହିବେ | ନୂତନ କାର୍ଯ୍ୟକୁ ପୂରଣ କରିବା ପାଇଁ ମହିଳା ସହକର୍ମୀ ମାନଙ୍କର ପୁରା ସହଯୋଗ ମିଳିବ | ଆଜି ଆପଣଙ୍କର ସମୟ ଅନାବଶ୍ୟକ ଏବଂ କୌଣସି ମହତ୍ୱ ନଥିବା କାମରେ କଟିପାରେ | ଜୀବନସାଥୀ କାରଣରୁ ଆପଣଙ୍କୁ ଅନୁଭବ ହେବ କି ତାଙ୍କ ପାଇଁ ଦୁନିଆରେ ଆପଣ ହିଁ ସବୁଠୁ ମହତ୍ଵପୁର୍ଣ |