ଆଜି ତା ୧୩।୦୮।୨୧ ଶୁକ୍ରବାର ରାଶିଫଳ

ମେଷ : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ । ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ । ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ । ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି । ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି । ଏହି ଭାବନାକୁ ଅନୁଭବ କରନ୍ତୁ । କରିଅରରେ ଉଚ୍ଚ ପଦକୁ ଯିବା ପାଇଁ ନୂତନ କ୍ଷମତାରେ ବୃଦ୍ଧି ଆଣିବା ଓ ନୂତନ ପ୍ରଯୁକ୍ତି ବିଧ୍ୟା ଶିଖିବା ମହତ୍ଵପୁର୍ଣ । ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ । ସମ୍ଭବ ଅଛିକି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଆହୁରି ବଢ଼ି ପାରେ । ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହାରବି ଦୂରଗାମୀ ପରିଣାମ ହୋଇ ପାରେ ।

ବୃଷ : କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ । ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ । ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ । ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ, ତାହେଲେ ତାଙ୍କୁ ଅନୁଭବ ହେବକି ଆପଣ ସତରେ ତାଙ୍କର ଧ୍ୟାନ ରଖନ୍ତି । ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି । ଏହି ଭାବନାକୁ ଅନୁଭବ କରନ୍ତୁ । କରିଅରରେ ଉଚ୍ଚ ପଦକୁ ଯିବା ପାଇଁ ନୂତନ କ୍ଷମତାରେ ବୃଦ୍ଧି ଆଣିବା ଓ ନୂତନ ପ୍ରଯୁକ୍ତି ବିଧ୍ୟା ଶିଖିବା ମହତ୍ଵପୁର୍ଣ । ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ । ସମ୍ଭବ ଅଛିକି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ଆହୁରି ବଢ଼ି ପାରେ । ଏହା ଠୁ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହାରବି ଦୂରଗାମୀ ପରିଣାମ ହୋଇ ପାରେ ।

ମିଥୁନ : ଆଜି ପୁରା ଦିନ କାମରେ ଲାଗି ରହିଥିବା ପରେ ବି ଶକ୍ତିରେ ଭରା ଅନୁଭବ କରିବେ । ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ । ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ । ଏହି ସମୟରେ ନିଜକୁ ନିରାଶା ଓ ରାଗଠୁ ଅଲଗା ରଖନ୍ତୁ ନହେଲେ ନିଜର ହିଁ ଖରାପ କରିବେ । ନିଜର ପ୍ରିୟାକୁ ଚଡି ସମୟ ବ୍ୟତୀତ କରିବା ପାଇଁ ଅସୁବିଧା ଅନୁଭବ କରିବେ । ଆପଣଙ୍କୁ ଏମିତି ଯୋଜନାରେ କାର୍ଯ୍ୟ କରିବା ଉଚିତ ଯାହା ଆଗକୁ ଯାଇକି ଲାଭ ଦେବ । ଆଜି ପାର୍କ ରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା । ଆପଣଂ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ, କିନ୍ତୁ ରାତି ଯାଏଁ ସବୁ କିଛି ଠିକ ହୋଇ ଯିବ ।

କର୍କଟ : ଆପଣଙ୍କ ଦାନ କରିବାର ବ୍ୟବହାର ଆପଣଙ୍କ ପାଇଁ ଲୁକାୟିତ ଆଶୀର୍ବାଦ ପରି ପ୍ରମାଣିତ ହେବ,କାରଣ ଏହା ଆପଣଙ୍କ ସନ୍ଦେହ, ଅନାସ୍ଥା ,ଲୋଭ ଓ ଆସକ୍ତି ପରି ଦୁଃଷ୍ପ୍ରଭାଵ ଠୁ ରକ୍ଷା କରିବ । ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ । ଆପଣଙ୍କର ପରିହାସ କରିବାର ପ୍ରକୃତି ଯୋଗୁଁ ସମସ୍ତେ ଆପଣଙ୍କ ଆଡ଼େ ଆକର୍ଷିତ ହେବେ । ଆପଣ ଆପଣଙ୍କ ପ୍ରେମୀଙ୍କୁ ଦେଇଥିବା କୌଣସି ବଚନ ରଖିପାରିବେନି ଯେଉଁଥିପାଇଁ ସେ ନାରାଜ ହୋଇ ପାରନ୍ତି । ଯେଉଁ ମାନେ କଳା ଓ ରଙ୍ଗମଞ୍ଚଠୁ ଜଡିତ ଅଛନ୍ତି,ସେଇ ମାନଙ୍କୁ ନିଜର କୌଶଳ ଦେଖେଇବାର ସୁଯୋଗ ମିଳିବ । ଠାରେ ମୋବାଇଲ ବା ଇଣ୍ଟରନେଟ ରେ ରହିଲେ ସମୟ କେମିତି କାଟେ ଜଣ ପଡ଼େ ନାହିଁ । ପରେ ଅବଶ୍ୟ ଆପଣ ଏଥିପାଇଁ ଅନୁତାପ କରିପାରନ୍ତି । ଯଦି ଆପଣ ନିଜର ଜୀବନସାଥୀ ଛଡ଼ା ଆଉ କାହାକୁ ନିଜ ଉପରେ ପ୍ରଭାବ ପକେଇବାକୁ ସୁଯୋଗ ଦେଉଛନ୍ତି, ତାହେଲେ ସମ୍ଭବ ଅଚିକି ଆପଣଙ୍କ ଜୀବନସାଥୀ ଆଡୁ ଆପଣଙ୍କୁ ନକାରାତ୍ମକ ପ୍ରତିକ୍ରିୟା ମିଳି ପାରେ ।

ସିଂହ : ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ଓ ଯାହା ବି କାମ କରିବେ ତାହା କମ ସମୟରେ ସାରି ପାରିବେ ଆଜି କୌଣସି ଏମିତି ସମ୍ପର୍କୀୟଙ୍କୁ ଉଧାର ଦିଅନ୍ତୁ ନାହିଁ ଯେଉଁମାନେ ଆପଣଙ୍କର ପୁରୁଣା ଉଧାର ଫେରାଇ ନାହାନ୍ତି । ଘରେ କୌଣସି ପ୍ରକାରର ପରିବର୍ତନ କରିବା ପୂର୍ବରୁ ନିଜଠୁ ବଡ଼ ଲୋକଂକ ମତ ନିଅନ୍ତୁ, ନଚେତ ସେମାନେ ଆପଣଙ୍କ ଠୁ ଦୁଖୀ ଓ ନିରାଶ ହୋଇ ପାରିବେ । ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କ ପ୍ରେମ ଜୀବନରେ ବାଧା ଆସି ପାରେ । ନିଜର ବିଶେଷଜ୍ଞତାର ଉପଯୋଗ ପେସାଗତ କଥାକୁ ସହଜ ଭାବରେ ସମାଧାନ କରିବା ପାଇଁ କରନ୍ତୁ । ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ । ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି । ଆଜି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇକି ଅସମ୍ବେଦନଶୀଳ ହୋଇ ପାରନ୍ତି ।

କନ୍ୟା : ଧ୍ୟାନ କଲେ ଶାନ୍ତି ମିଳିବ । ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ । ଆଜି ଆପଣଙ୍କୁ ଅନ୍ୟ ମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । ଯଦିଓ ପିଲା ମାନଙ୍କୁ ବେଶୀ ଛାଡ ଦେବା କାରଣରୁ ଆପଣଙ୍କ ପାଇଁ ବାଧା ସୃଷ୍ଟି ହୋଇ ପାରେ । ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ । ଅନ୍ୟ ମାନେ ଆପଣଙ୍କଠୁ ଟିକେ ଅଧିକ ସମୟର ଦାବି କରି ପାରନ୍ତି । ତାଙ୍କ ସହିତ କୌଣସି ପ୍ରକାରର କଥା ଦେବା ପୂର୍ବରୁ ଏହା ଦେଖି ନେବେ କି ଆପଣଙ୍କ କାର୍ଯ୍ୟ ପ୍ରଭାବିତ ନ ହୋଉ ଓ ତା ସହିତ କେହି ଆପଣଙ୍କ ଦୟାଶୀଳତା ଓ ଉଦାରତାର ଭୁଲ ଲାଭ ନ ଉଠାନ୍ତୁ । ରାତ୍ରି ସମୟରେ ପରିବାର ବର୍ଗଙ୍କ ଠାରୁ ଟିକେ ଦୂରରେ ରହି ଆପଣ ଛାତ ଉପରେ ବା ପାର୍କରେ ସମୟ କାଟିବାକୁ ଚାହିଁବେ । ଆପଣଙ୍କ ଜୀବନ-ସାଥୀ ଆଜି ପୂର୍ବରୁ ଏତେ ବିସ୍ମୟକର କେବେ ବି ନଥିଲେ ।

ତୁଳା : ଆଜି ଦିନଟା ଭଲରେ କଟିବନି ,ଛୋଟ-ଛୋଟ କଥାରେ ବିରକ୍ତ ହେବେ । ଅଧିକ ଧନକୁ ଭୂସମ୍ପତିର ନିବେଶ କରା ଯିବା ଲାଭକାରୀ ରହିବ । ସାଂଗ ମାନେ ସାହାଯ୍ୟ କରିବେ ଓ ସହଯୋଗ ଦେବେ । ଯଦି ଆପଣ ଆପଣଙ୍କର ପ୍ରେମ ସମ୍ବନ୍ଧକୁ ବଜାୟ ରଖିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ କାହାର କଥା ଶୁଣି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ ବା କୌଣସି ଭୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ । ନୂତନ ଯୋଜନାକୁ ଆରମ୍ଭ କରିବା ପାଇଁ ଶୁଭ ଦିନ ଅଛି । ଆଜି ନିଜ ଆଚରଣ ଓ କଥା ବାର୍ତ୍ତା ସାମାନ୍ୟ ରଖନ୍ତୁ ନହେଲେ ଅସୁବିଧାରେ ପଡି ପାରନ୍ତି । କେହି ବାହାରିଆ ଲୋକଂକ କାରଣରୁ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ ବିବାଦ ହୋଇ ପାରେ,କିନ୍ତୁ ଆପଣ ସଂଭାଳି ନେବେ ।

ବିଛା : ଆଜି ଆପଣଂକର ଜୀବନ-ସାଥୀଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ, ଆପଣଂକୁ ଚିନ୍ତା ହୋଇପାରେ । ଆଜି ଆପଣଙ୍କୁ କୌଣସି ସ୍ରୋତରୁ ଅର୍ଥ ପ୍ରାପ୍ତି ହୋଇପାରେ ଯାହାଦ୍ୱାରା ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ । ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ । ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି । ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ । ଆଜି ଆପଣ ଜଣେ ବିଶେଷ ବ୍ୟକ୍ତିଙ୍କୁ ଦେଖା କରି ପାରନ୍ତି ଓ ଆପଣଙ୍କ ମନ ଖୁସିରେ ଭାରି ଉଠିବା । ଯଦି କୌଣସି ସମସ୍ୟା ଅଛି ତାହାକୁ କଲି ପାଇଁ ରକଃନ୍ତୁ ନାହିଁ, ବରଂଚ ଅତିଶୀଘ୍ର ତାହାର ପରିଣାମ ଖୋଜିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ । ଯଦି ଆପଣ ବୈବାହିକ ଜୀବନ ଦୃଷ୍ଟିରୁ ଲମ୍ବା ସମୟରୁ ନିରାଶ ଅଛନ୍ତି, ତାହେଲେ ଆଜି ଆପଣଙ୍କ ସ୍ଥତିରେ ବୃଦ୍ଧି ଅନୁଭବ କରି ପାରନ୍ତି ।

ଧନୁ : କେହି ଆପଣଙ୍କ ମନ ଖରାପ କରି ପାରେ, କିନ୍ତୁ ଏମିତି ଜିନିଷକୁ ନିଜକୁ ନିଅନ୍ତ୍ରଣ କରିବାକୁ ଦିଅନ୍ତୁ ନାହିଁ । ଅଦରକାରୀ ଚିନ୍ତା ଓ ଅସୁବିଧା ଆପଣଙ୍କ ଶରୀର ଉପରେ ନକରାତ୍ମକ ପ୍ରଭାବ ପକେଇ ପାରେ ଓ ଚର୍ମ ସମ୍ବନ୍ଧରେ ରୋଗ ଦେଇ ପାରେ । ଚନ୍ଦ୍ରଙ୍କ ସ୍ଥିତିପାଇଁ ଆଜି ଆପଣଙ୍କୁ ଅକାରଣ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ । ଯଦି ଆପଣଙ୍କୁ ଧାନ ସଂଚୟ କରିବାର ଅଛି, ତେବେ ଏ ବିଷୟରେ ନିଜ ମାତାପିତା ଅଥବା ସହଭାଗିନୀଙ୍କ ସହିତ କଥାବାର୍ତା କରନ୍ତୁ । ଆପଣଙ୍କ ଅଭଦ୍ର ସ୍ଵଭାଵ ଆପଣଙ୍କ ମତ-ପିତାଙ୍କ ଶାନ୍ତି ନଷ୍ଟ କରି ଦେବ । ଆପଣଙ୍କୁ ତାନ୍କର ପରାମର୍ଶ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଛି । ସକରାତ୍ମକ କଥା ଉପରେ ବିଚାର କରିବାରେ କିଛି ଖରାପ ନାହିଁ । ଯୋଉ ଲୋକ ମାନଙ୍କର ବିବାହ ନିର୍ବନ୍ଧ ହୋଇ ସାରିଛି, ତାଙ୍କୁ ତାଙ୍କର ସହଭାଗୀଙ୍କ ଠାରୁ ଆଜି ବହୁତ ଖୁସି ମିଳିବ । ଆଜି ଆପଣଙ୍କ ଜୀବନସାଥୀ ସହିତ ବୁଝା-ମନା କରିବାରେ ଆପଣଙ୍କୁ ଅସୁବିଧା ହୋଇ ପାରେ । ଏହି ରାଶିର ପିଲାମାନେ ଆଜି ଖେଳ କୁଦରେ ଦିନସାରା ସମୟ କାଟିବାକୁ ଚାହିଁବେ । ଅଭିଵାବକ ମାନେ ଏଥିପାଇଁ ଧ୍ୟାନ ଦେବା ଦରକାର କାରଣ ଆଘାତ ଲାଗିବାର ସମ୍ଭାବନା ଅଛି । ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ ।

ମକର  : ଆପଣଙ୍କ ଆଶା ଗୋଟେ ଶୁଂଗନ୍ଧିତ ସୁନ୍ଦର ଫୁଲ ପରି ଫୁଟିବ । ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ । କିଛି ଲୋକଁକ- ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ । ଭଲ ପାଇବାର ଭାବନା ଯୋଗୁଁ ଆଜି ମନ୍ତ୍ର-ମୁଗ୍ଧ ହୋଇ ପାରନ୍ତି । ଏହି ଭାବନାକୁ ଅନୁଭବ କରନ୍ତୁ । ସହକର୍ମୀ ଓ ବରିଷ୍ଠ ଲୋକଙ୍କ ପୁରା ସହଯୋଗ ପାଇ କାର୍ଯ୍ୟାଳୟର କାମ ଅତି ଶୀଘ୍ର କରି ପାରିବେ । ଯଦି ଆପଣ ତରବର ହୋଇ ଉପସଂହାର କାଢ଼ିବେ ଓ ଅଦରକାରୀ କାମ କରିବେ, ତାହେଲେ ଆଜି ଦିନ ସାରା ନିରାଶ ହୋଇ ପାରନ୍ତି । ଆଜି ଦିନରେ ଆପଣଙ୍କ ବୈବାହିକ ଜୀବନ ଗୋଟେ ସୁନ୍ଦର ପରିବର୍ତନ ଦେଖିବ ।

କୁମ୍ଭ : କାମରେ ଚାପ ଯୋଗୁଁ ଆଜି ଚିନ୍ତିତ ଅନୁଭବ କରି ପାରନ୍ତି । ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ । ଆଜି ନିଜ ଜୀବନ ସାଥୀନ୍କ ସହିତ ବାହାରିକୁ ବୁଲିବାକୁ ଯାଆନ୍ତୁ । ତାହା ଦି ଜଣଂକ ମଧ୍ୟରେ ଅଧିକ ଭଲ ପାଇବା ଶୃଷ୍ଟି କରିବ । ଭାବନାତ୍ମକ ଅସ୍ଥିରତା ଆପଣଙ୍କୁ ବେସ୍ତ କରି ପାରେ । ଆପଣ ନିହାତି ସଫଳ ହେବେ – ଖାଲି ଗୋଟେ ଗୋଟେ କରିକି ମହତ୍ୱପୂର୍ଣ୍ଣ ପାଦ ପକେଇବାର ଦରକାର ଅଛି । ଅଜଣା ଲୋକଙ୍କ ସହିତ କଥାହେବାଥିକ, କିନ୍ତୁ ତାଙ୍କର ବିଶ୍ୱସନୀୟତା ନ ପରଖୀ ତାଙ୍କୁ ଆପଣଙ୍କ ଜୀବନୀ କହିବା ଠିକ ନୁହେଁ । ଖର୍ଚାକୁ ନେଇକି ଜୀବନ-ସାଥୀ ସଂହତିତ ବାଡ଼-ବିବାଦ ଲାଗି ରହିବ ।

ମୀନ : ବେକାର କଥା ଉପରେ ବିବାଦ କରି ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ । ମାନେ ରଖନ୍ତୁକି ବାଦ-ବିବାଦ କଲେ କିଛି ମିଳିବ ନାହିଁ, କିନ୍ତୁ ହରେଇବେ ନିହାତି । ସନ୍ଦେହଜନକ ଆର୍ଥିକ ନେବା-ଦେବା ରେ ଫସିବାଠୁ ସାବଧାନ ରୁହନ୍ତୁ । ଆଜି ଆପଣଙ୍କ ଘର ଲୋକ ଓ ବନ୍ଧୁ ମାନେ ବେଶୀ ଧ୍ୟାନ ପାଇବାର ଆଶା କରିବେ, କିନ୍ତୁ ଏଇଟା ହିଁ ଉଚିତ ସମୟ ନିଜକୁ ମହତ୍ୱ ଓ ରାଜକୀୟ ଆଚରଣ ଦେବା ପାଇଁ । ଆଉ ଟିକେ ଚେଷ୍ଟା କରନ୍ତୁ । ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି,କାରଣ ଆଜି ଆପଣଙ୍କ ଦିନ । ନୂତନ ଭାଗିଦାରୀ କରିବା ଆପଣଙ୍କ ପାଇଁ ଫଳଦାୟୀ ରହିବ ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି । ଆଜିର କାମ ଆଜି ଶେଷ କରନ୍ତୁ । ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ । ବିବାହ ଆଜି ଠୁ ଅଧିକ ଅଟେ ଅଦଭୂତ କେବେ ବି ଲାଗି ନଥିଲା ।