ମେଷ ରାଶି : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ । ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ । ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ । ପିଲାଂକ ସହିତ କଠୋର ବ୍ୟବହାର କରିବା ତାଂକୁ କ୍ରୋଧିତ କରି ପାରେ । ନିଜକୁ ନିଅନ୍ତ୍ରଣରେ ରଖନ୍ତୁ ଓ ଏହା ମନେ ରଖନ୍ତୁ କି ଏମିତି କଲେ ଆପଣ ନିଜ ଓ ତାନ୍କର ମଧ୍ୟରେ କାନ୍ଥ ଠିଆ କରୁଛନ୍ତି । ନିଜର ପ୍ରିୟାକୁ ଅବହେଳା କରିବା କାରଣରୁ ଘରେ ବିବାଦ ହୋଇ ପାରେ । ବ୍ୟବସାୟିକ ମାନଙ୍କ ପାଇଁ ଉତ୍ତମ ଦିନ ଅଟେ, କାରଣ ତାଙ୍କୁ ହଠାତ ବଡ ଲାଭ ମିଳି ପାରେ । ଏହି ରାଶିର ବ୍ୟକ୍ତିମାନେ ବଡ ମଜାଦାର ସେମାନେ ଗହଳିରେ ହେଉ ବା ଏକାକୀ ହେଉ ସବୁ ସ୍ଥାନରେ ଖୁସି ରହିପାରନ୍ତି । ଯଦିବା ଏକାକୀ ଖୁସି ଏତେ ସହଜ ନୁହେଁ ତଥାପି ଆଜି ଆପଣ ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ ନିଜ ପାଇଁ ସମୟ ବାହାର କରିପାରିବେ ଓ ଖୁସି ରହିପାରିବେ । ଆପଣଙ୍କ ବ୍ୟସ୍ତ ଦୈନିକ କାମ-କାର୍ଯ୍ୟ କାରଣରୁ ଆପଣଙ୍କ ଜୀବନ-ସାଥୀ ନିରାଶ ଅନୁଭବ କରିବେ ଓ ତାହା ବିଷୟରେ ସନ୍ଧ୍ୟା ବେଳେ କଥା ହୋଇ ପାରନ୍ତି ।
ବୃଷ ରାଶି : ନିଜର ଧର୍ଯ୍ୟ ହରାନ୍ତୁ ନାହିଁ,ବିଶେଷ କରିକି ଅସୁବିଧା ସମୟରେ । ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ । ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଚେଇଁ ରହିବ । ନିର୍ମାଣ ଓ ନବୀନୀକରଣ କାମ କରିବାକୁ ଆଜିର ସମୟ ଉତ୍ତମ ଅଟେ । ଆପଣଙ୍କର ଚୁମ୍ବକୀୟ ବ୍ୟକ୍ତିତ୍ୱ ବହୁତ ଲୋକଙ୍କ ହୃଦୟ ଜିତି ନବ । ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ ।
ମିଥୁନ ରାଶି : ବେକାରର ଚାପ ଓ ଚିନ୍ତା ଜୀବନରୁ ରସ ଚିପୁଡ଼ିକି ଆପଣଙ୍କୁ ପୁର୍ଣ ରୁପେ ଶୋଷି ନିଏ । ଉତ୍ତମ ଏହା ହିଁ କି ଆପଣ ଏହି ଅଭ୍ୟାସକୁ ଛାଡ଼ି ଦିଅନ୍ତୁ, ନହେଲେ ଏହା ଦ୍ଵାରା କେବଳ ଆପଣଙ୍କ ଅସୁବିଧାରେ ବୃଦ୍ଧି ହେବ । କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ । ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ । ଆଜି ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ । ନିଜର ଚରିତ୍ରକୁ ସତ୍ୟପ୍ରିୟ ଓ ସ୍ପଷ୍ଟବାଦୀ ରଖନ୍ତୁ । ଲୋକ ଆପଣଙ୍କ ଦୃଢ଼ତା ଓ କ୍ଷମତା ପାଇଁ ପୁରସ୍କାର ଦେବେ । ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି । ଯଦି ଆପଣ ଆପଣଙ୍କ ଜୀବନସାଥିଙ୍କର ଛୋଟ-ଛୋଟ ଦାବିକୁ ଅଦେଖା କରିବେ, ତାହେଲେ ତାଙ୍କୁ ଖରାପ ଲାଗି ପାରେ ।
କର୍କଟ ରାଶି : ମନୀଷିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ । ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ । ଆପଣଙ୍କ ହାସ୍ୟବୃତ୍ତି ଓ ଜ୍ଞାନ ଯୋଗୁଁ ଆଖ ପାଖ ଲୋକ ପ୍ରଭାବିତ ରହିବେ । ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ । ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ । ଆପଣଙ୍କୁ ଏମିତି ଅନୁଭବ ହୋଇ ପାରେକି ଆପଣଙ୍କ ସୃଜନଶୀଳତା କୌଣସି ଜାଗାରେ ହଜି ଯାଇଛି ତେଣୁ ଆପଣଙ୍କୁ ନିଷ୍ପତି ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ପାରେ । ଏହି ରାଶିର ଛାତ୍ର ଛାତ୍ରୀ ମାନେ ପୁରା ଦିନ ମୋବାଇଲ ରେ ବ୍ୟସ୍ତ ରହିପାରନ୍ତି । ଆପଣଙ୍କ ଜୀବନ ବୈବାହିକ ଦୃଷ୍ଟିରୁ ଆଜି ଉତ୍ତମ ରହିବ ।
ସିଂହ ରାଶି : ଆଜି ଆପଣ ମାନସିକ ଯନ୍ତ୍ରଣା ଯୋଗୁଁ ସ୍ଥିର ନ ରହି ପାରନ୍ତି- ତେଣୁ ସର୍ତକ ହୋଇ ଅନ୍ୟ ମାନଙ୍କ ସାମ୍ନାରେ କଥା ବାର୍ତା ହୁଅନ୍ତୁ । ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ । ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ । ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ପାରେ,କିନ୍ତୁ ଏହି କାରଣରୁ ନିଜର ମାନସିକ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କାଳ୍ପନିକ ବିପଦକୁ ଛାଡ଼ନ୍ତୁ ଓ ନିଜର ସାଥୀଙ୍କ ସହିତ ରସମୟ ସମୟ କାଟନ୍ତୁ । ନିଜର ଦକ୍ଷତାରେ ବୃଦ୍ଧି ଆଣି ନିଜର କ୍ୟାରିୟର ପାଇଁ ନୂତନ ଦ୍ୱାର ଖୋଲି ପାରିବେ । ନିଜର କ୍ଷେତ୍ରରେ ଆପଣଙ୍କୁ ଆପାର ସଫଳତା ପ୍ରାପ୍ତ କରିବାର ସମ୍ଭାବନା ଅଛି । ନିଜର ସମସ୍ତ କ୍ଷମତାକୁ ବୃଦ୍ଧି ଆଣି ଅନ୍ୟ ମାନଙ୍କଠୁ ଅଧିକ ଉତ୍ତମ କରିବାକୁ ପ୍ରୟାସ କରନ୍ତୁ । କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ । ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ ।
କନ୍ୟା ରାଶି : ଅନ୍ୟ ମାନଙ୍କ ସଫଳତାକୁ ପ୍ରଶଂସା କରି ଆପଣ ତାହାର ଆନନ୍ଦ ନେଇ ପାରନ୍ତି । ଅର୍ଥ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ । ନିଜ ପିଲାଙ୍କ ସହିତ ଗୋଟେ ସାଙ୍ଗ ପରି ସମ୍ପର୍କ ରଖନ୍ତୁ । ପୁରୁଣା କଥାକୁ ପଛରେ ଛାଡ଼ିକି ଆଗକୁ ଆସୁଥିବା ଶୁଭ ସମୟ ଆଡକୁ ଦେଖନ୍ତୁ । ଆପଣଙ୍କ ଚେଷ୍ଟା ନିହାତି ଫଳ ଦେବ । ପ୍ରେମ ଜୀବନରେ ଆଶାର ନୂତନ କିରଣ ଆସିବାର ସମ୍ଭାବନା ଅଛି । ନିଜର ଚାରିଆଡେ ହୋଉଥିବା ଗତିବିଧି ଉପରେ ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ କାମର ଶ୍ରୟ ଆଉ କେହି ନେଇ ଯାଇ ପାରେ । ଅନ୍ୟମାନେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ଆପଣ ତାହା ଆଜି ଭାବିବେ ନାହିଁ । ବରଂ ଆପଣ ଆପଣଙ୍କ ଖାଲି ସମୟରେ ଏକାକୀ ରହିବ ପସନ୍ଦ କରିବେ । ଆଜି ଆପଣ ନିଜ ବୈବାହିକ ଜୀବନ ଠୁ ଜଡ଼ିତ ସବୁ ଖରାପ ସ୍ମୃତି ଭୁଲି ଯିବେ ଓ ନିଜର ବର୍ତ୍ତମାନ ଉପରେ ଧ୍ୟାନ ଦେବେ
ତୁଳା ରାଶି : ଆଜି ଶାନ୍ତ ଓ ମାନସିକ ଚାପରୁ ମୁକ୍ତ ରୁହନ୍ତୁ । ବାକି ଦିନ ମାନଙ୍କ ତୁଳନାରେ ଆଜିର ଦିନ ଆର୍ଥିକ ଦୃଷ୍ଟିକୋଣରୁ ଭଲ ରହିବ । ଆଜି ଆପଣଙ୍କୁ ପର୍ୟାପ୍ତ ପରିମାଣରେ ଧାନ ପ୍ରାପ୍ତି ହେବ । ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ । ପ୍ରେମର ସକରାତ୍ମକ ସମାଚାର ଆପଣଙ୍କୁ ମିଳିବ । ମାର୍କେଟିଙ୍ଗର କ୍ଷେତ୍ରରେ କାର୍ଯ୍ୟ କରିବାର ଆଶା ପୂରଣ ହୋଇ ପାରେ । ଏହା ଦ୍ୱାରା ଆପଣଙ୍କୁ ବହୁତ ଖୁସି ମିଇବ ଓ ଏହି କାମକୁ ପାଇବା ପାଇଁ ସହିଥିବା ସବୁ ବିପଦ ଲିଭି ଯିବ । ଛାତ୍ର ମାନଙ୍କୁ ଆଜିର କାମ କାଲି ପାଇଁ ବାତିଲ ନ କରିବା ପାଇଁ ଉପଦେଶ ଦିଆଯାଉଛି ।ଆଜିର କାମ ଆଜି ଶେଷ କରନ୍ତୁ । ଏହା ଆପଣଙ୍କ ପାଇଁ ହିତକାରୀ ପ୍ରମାଣିତ ହେବ । ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ ।
ବିଛା ରାଶି : ନିଜର ପ୍ରକୃତ କ୍ଷମତାକୁ ଅନୁଭବ କରନ୍ତୁ କାରଣ ଆପଣଙ୍କ ପାଖରେ ବଳର ଅଭାବ ନାହିଁ କେବଳ ଇଚ୍ଛା ଶକ୍ତିର ଅଭାବ ଅଛି । ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ । ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ । ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ । କୌଣସି ଶୁଭ ଖବର କିମ୍ବା ପ୍ରିୟ ଠୁ ମିଳିଥିବା କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ । ଆଜି ନୂଆ ଟଙ୍କା ବ୍ୟବସାୟ କରିବାର ବିଚାର ଯାହା ମନକୁ ଲାଭ ଉଠାନ୍ତୁ । ଜୀବନସାଥିଙ୍କ ସହିତ ସମୟ କାଟିବା ପାଇଁ ଆପଣ ଆଜି ଅଫିସରୁ ଶୀଘ୍ର ବାହାରିଲେ ମଧ୍ୟ ଟ୍ରାଫିକ ପାଇଁ ଆପଣଙ୍କ ସବୁ ଉଦ୍ୟମ ବୃଥା ହୋଇଯିବ । ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ ।
ଧନୁ ରାଶି : ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ । ଆପଣଙ୍କଠାରୁ ଋଣ ନେଇଥିବା ବ୍ୟକ୍ତି ଯଦି ଆପଣଙ୍କୁ ପଇସା ନ ଫେରାଉଥାଏ ତେବେ ଆଜିର ଦିନରେ ସେ ହୁଏତ ଆପଣଙ୍କ ଋଣ ସୁଝିପାରେ । ଆପଣଙ୍କ ପୁର୍ଣ ଉର୍ଜା ଓ ଉତ୍ସାହ ସକରାତ୍ମକ ପରିଣାମ ଆଣିବେ ଓ ଘରୋଇ ବିବାଦ ଦୂର କରିବାରେ ସାହାଯ୍ୟ କରିବେ । ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର । ଆଜି ଆପଣଙ୍କ ଠୁ ସିଧା ଉତ୍ତର ନ ପାଇ ସହକର୍ମୀ ମାନେ ଟିକେ ରୁଷ୍ଟ ହୋଇ ପାରନ୍ତି । ଆଜି ଘରେ କାହାକୁ ନକହି ଆପଣ ବାହାରେ ସମୟ ଅତିବାହିତ କରିବାକୁ ଯାଇପାରନ୍ତି ।ଆଜି ଆପଣ ଏକାକୀ ତା ରହିପାରିବେ କିନ୍ତୁ ଶାନ୍ତ ନୁହେଁ । ଆପଣଙ୍କ ମନ ଚିନ୍ତାଗ୍ରସ୍ତ ରହିବ । ବଢ଼ିଆ କାଧ୍ୟ, ପ୍ରେମର ପରିବେଶ ଓ ଜୀବନସାଥୀ ସହିତ ରହିବାର ସୁଯୋଗ- ଆଜି ଦିନ ଆପଣଙ୍କ ପାଇଁ ଉତ୍ତମ ରହିବ ।
ମକର ରାଶି : ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ । ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି । ନିଜ ଜୀବନରେ ଗୋଟେ ସଂଗୀତ ଜନ୍ମ କରନ୍ତୁ, ସମର୍ପଣର ମୂଲ୍ୟ ବୁଝନ୍ତୁ ଓ ହୃଦୟରେ ପ୍ରେମ କିମ୍ବା କୃତଜ୍ଞ ହେବାର ଫୁଲ ଫୁଟାନ୍ତୁ । ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନ ଅଧିକ ଅର୍ଥପୁର୍ଣ ହୋଉଛି । ଆଜି ଅପାଙ୍କ ଆତ୍ମୀୟ ମିତ୍ର ପୁରା ଦିନ ଆପଣଙ୍କ ବିଷୟରେ ଭାବି ପାରନ୍ତି । ଯେଉଁ ମାନେ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତାଙ୍କୁ ମୁଣ୍ଡ ତଣ୍ଡା ରଖିବା ଆବଶ୍ୟକ । ପରୀକ୍ଷାର ଅଧୀରତାକୁ ନିଜ ଉପରେ ପ୍ରଭାବ ହବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ପ୍ରୟାସ ସକରାତ୍ମକ ପ୍ରଭାବ ନିହାତି ଦେବ । ସେମିନାର ଓ ପ୍ରଦର୍ଶନୀ ଆପଣଂକୁ ନୂଆ ଜ୍ଞାନ ଓ ବନ୍ଧୁ ଦେବ । ବୈବାହିକ ଜୀବନର କିଛି ଲାଭ ବି ହୁଏ ଓ ଆଜି ଆପଣ ତାହାକୁ ପ୍ରାପ୍ତ କରି ପାରିବେ ।
କୁମ୍ଭ ରାଶି : ଜୀବନର ପୁର୍ଣ ରୂପରେ ମଜା ନେବା ପାଇଁ ନିଜର ଆଶାକୁ ନିଅନ୍ତ୍ରଣରେ ରଖନ୍ତୁ । ଯୋଗର ସାହାଯ୍ୟ ନିଅନ୍ତୁ, ଯାହାକି ଆଧ୍ୟାତ୍ମିକ,ମାନସିକ ଓ ଶାରୀରିକ କ୍ଷେତ୍ରରେ ସୁସ୍ତ ରଖି ହୃଦୟ ଓ ମନରେ ବୃଦ୍ଧି ଆଣେ । ଆଜି ଯେଉଁ ନିବେଶ ଯୋଜନା ଗୁଡିକ ଆପଣଙ୍କୁ ଆକର୍ଷିତ କରୁଛନ୍ତି ତାହା ବିଷୟରେ ଭଲ ଭାବରେ ଖୋଲ-ତାଡ଼ କରନ୍ତୁ ଓ ବଚନ ଦବା ଆଗରୁ ସମସ୍ତଙ୍କଠୁ ପରାମର୍ଶ ବି ନିଅନ୍ତୁ । ଆପଣଙ୍କ ଜୀବନ-ସାଥୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ମାନସିକ ଚାପ ଓ ଚିନ୍ତାର କାରଣ ହୋଇ ପାରେ । ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ । ଏହି ସମୟ ବିଦେଶରେ ବ୍ୟବସାୟ କରିବା ପାଇଁ ଉତମ ରହିବ। ଆଜି ଆପଣଙ୍କ ପ୍ରେମୀଙ୍କ ସହିତ ସମୟ କଟାଇପାରିବେ ଓ ତାଙ୍କୁ ନିଜର ଭାବନା ପ୍ରକାଶ କରିପାରିବେ । ଆପଣଙ୍କ ଗତ ଜୀବନର କୌଣସି ଗୁପ୍ତ କଥା ଆପଣଙ୍କ ଜୀବନ-ସାଥୀଙ୍କୁ ନିରାଶ କରି ପାରେ ।
ମୀନ ରାଶି : ଆଜି ଶାନ୍ତ ଓ ମାନସିକ ଚାପରୁ ମୁକ୍ତ ରୁହନ୍ତୁ । ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି । ବନ୍ଧୁ ମାନଙ୍କ ସହିତ ସମୟ କାଟିବା ଆପଣଙ୍କ ପାଇଁ ଅତି ଲାଭକାରୀ ରହିବ । ଆପଣଙ୍କୁ ଦୟା ଓ ସ୍ନେହରେ ଭରା ପ୍ରେମର ଉପହାର ମିଳି ପାରେ । ଆଜି ଦିନରେ କାମ କଲା ବେଳେ ଆପଣଙ୍କୁ କୌଣସି ବିଶେଷ ଅସୁବିଧା ହେବ ନାହିଁ ଓ ଆପଣଙ୍କ ବିଜେତା ହୋଇ ବାହାରିବେ । ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ । ଆଜି ଆପଣ ପୁଣି ଠାରେ ସମୟରେ ପଛକୁ ଯାଇକି ବିବାହର ପୁରୁଣା ଦିନର ପ୍ରେମକୁ ଅନୁଭବ କରିବେ ।