ଢେଙ୍କାନାଳ,୧୨/୦୭(ଶୁଭମ ପାଣି ) : ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଆଜିଠାରୁ ଅବଢ଼ା ଭୋଗ ପୂଜା କରାଯାଇ ଭକ୍ତମାନେ ପ୍ରସାଦ ପାଇଛନ୍ତି । ସକାଳୁ ସକାଳୁ ମଙ୍ଗଳ ଆଳତୀ କରାଯାଇ ଦ୍ଵାରପାଳ ପୂଜା ଜ ପ୍ରାତଃ ରୁ ଦାନ୍ତ ଘସା ଓ ମହାସ୍ନାନ ପରେ, ବତ୍ସ ଫୁଲହାର ଓ ତୁଳସୀ ହାର ଲାଗି କରାଯାଇ ଥିଲା । ପରେ ବହ୍ଲବ ଭୋଗ ଖେଚୁଡ଼ି ଭୋଗ ମଧ୍ୟାନରେ ଅନ୍ନଧୂପ ଓ ସଂନ୍ଧାରେ ଆଳତୀ ଓ ରାତ୍ର ଧୂପ ହୋଇ ପହଡ ପଡିଥାଏ । ପୂଜକ ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ମନ୍ଦିରର ଜିମାଜାର ଶ୍ୟାମ ସୁନ୍ଦର ପାଣୀ ଙ୍କ ଉପସ୍ତିତିର ଆଜିଠାରୁ ଅବତା ଭୋଗ ଲାଗି କରାଗଲା ।
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜିଉ ଙ୍କ ମନ୍ଦିରରେ ଆଜିଠାରୁ ଅବଢ଼ା ଭୋଗ ପୂଜା କରାଯାଇ ଭକ୍ତମାନେ ପ୍ରସାଦ ପାଇଛନ୍ତି । ସକାଳୁ ସକାଳୁ ମଙ୍ଗଳ ଆଳତୀ କରାଯାଇ ଦ୍ଵାରପାଳ ପୂଜା ଜ ପ୍ରାତଃ ରୁ ଦାନ୍ତ ଘସା ଓ ମହାସ୍ନାନ ପରେ, ବତ୍ସ ଫୁଲହାର ଓ ତୁଳସୀ ହାର ଲାଗି କରାଯାଇ ଥିଲା । ପରେ ବହ୍ଲବ ଭୋଗ ଖେଚୁଡ଼ି ଭୋଗ ମଧ୍ୟାନରେ ଅନ୍ନଧୂପ ଓ ସଂନ୍ଧାରେ ଆଳତୀ ଓ ରାତ୍ର ଧୂପ ହୋଇ ପହଡ ପଡିଥାଏ । ପୂଜକ ଶିବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ମନ୍ଦିରର ଜିମାଜାର ଶ୍ୟାମ ସୁନ୍ଦର ପାଣୀ ଙ୍କ ଉପସ୍ତିତିର ଆଜିଠାରୁ ଅବତା ଭୋଗ ଲାଗି କରାଗଲା ।