କଳାହାଣ୍ଡି, ୧୨|୨(ପ୍ୟାରିଲାଲ ଦୁର୍ଗା):ସରିଆଁ ମଣ୍ଡଳ ସ୍ଥିତ ଚିଆଁ ପଦର ଗ୍ରାମ ରେ ପଣ୍ଡିତ ଦିନଦୟାଲ ଉପାଧ୍ୟୟ ବଳିଦାନ ଦିବସ ପାଳନ ଅବସରରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ମାଝୀ, ସାରିଆ ମଣ୍ଡଳ ଦଇତ୍ୟରେ ଆସିଥିବା ଶ୍ରୀଯୁକ୍ତ ଦିବାକର ବାଗ, ରାଜ୍ୟପରିଷଦ ସଦସ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ଭୋଇ, ମଣ୍ଡଳ ସହ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ରସେନ ଶବର, ପରମାନଦ ମାଝୀ, ଯୁବ ସଭାପତି ବସନ୍ତ ତାଣ୍ଡି,ନୀଳାଞ୍ଚଳ ସିଂ ଠାକୁର, ବୈରାଜ ଚରଣ ଭୋଇ, ମତ୍ସ୍ୟବାନ ସାହୁ, ଦିଲୀପ ସା, ବାମଳୀ ତାଣ୍ଡି, ପଦ୍ମଚରଣ ପାଣ୍ଡେ ଏବଂ ଗ୍ରାମ ବାସିବୃନ୍ଦ ଉପସ୍ଥିତ ଥିଲେ