ଠାକୁରଗଡ଼,୨୧.୧୦.୨୦୨୪(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଲକ୍ଷ୍ମୀପୂଜା କମିଟି ପକ୍ଷରୁ 5 ଟି ସହାୟତାରେ ନିର୍ମିତ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇ ଥିବା ଭୋଗ ମଣ୍ଡପ ର ଆଜି ଆଠମଲ୍ଲିକ ବିଧାୟକ ଇଁ ନଳିନୀ କାନ୍ତ ପ୍ରଧାନ ଉଦ୍ଘାଟନ କରିବା ସହ ଲୋକାର୍ପିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କମିଟି ସଭାପତି ସନ୍ତୋଷ କୁମାର ବିଶ୍ଵାଳ, ସମ୍ପାଦକ ଗଣେଶ୍ୱର ବାରିକ, ସନ୍ତୋଷ କୁମାର ସାହୁ, ପବିତ୍ର ସାହୁ, ପ୍ରାଣବନ୍ଧୁ ସାହୁ, ସୁରେଶ ଚନ୍ଦ୍ର ସାହୁ, ଶତ୍ରୁଘ୍ନ ସାହୁ, ଭଗବାନ୍ ସାହୁ ପ୍ରମୁଖ ଉପସ୍ଥିତ ରହି ବିଧାୟକ ଙ୍କ ଜନକଲ୍ୟନ କାରି କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ।