ଭାରତୀୟ ଯୋଗ ସଂସ୍ଥାନର ଦ୍ୱିତୀୟ ତମ ଯୋଗ ମୋହତ୍ସବ ପାଳିତ

ଢେଙ୍କାନାଳ :୨୯/୯ ଭାରତୀୟ ଯୋଗ ସଂସ୍ଥାନ ର ଦ୍ୱିତୀୟ ତମ ଯୋଗ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି। ହନୁମାନ ବାଟିକା ଠାରୁ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ବହୁ ସାଧକ ସାଧିକା ମାନେ ଯୋଗ ଦେଇ ଏହି ମୋହତ୍ସବକୁ ସଫଳ କରିଥିଲେ। ସ୍ଳୋଗାନ ମଧ୍ୟ ଦିଆଯାଇଥିଲା। ଦିନକୁ ଦୁଇ ବେଳା ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ।ଜିଲ୍ଲା ସଙ୍ଗଠନର ଯୋଗ ମନ୍ତ୍ରୀ ରଘୁନାଥ ତ୍ରିପାଠୀ, ଜିଲ୍ଲା ଯୋଗ ମନ୍ତ୍ରୀ ଦିଲ୍ଲୀପ ମହାନ୍ତିଙ୍କ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।