ଢେଙ୍କାନାଳ,୨୭.୦୮(ଶୁଭମ ପାଣି):ଢେଙ୍କାନାଳ ବାଜିଚୌକ ସ୍ଥିତ ଠାକୁର ଶ୍ରୀ ଶ୍ରୀ ସୀତାରାମ ଦାସ ଓମକାର ନାଥ ଆଶ୍ରମ ପ୍ରାଙ୍ଗଣ ରେ ଆଜକୁ ପ୍ରାୟ ୬୦ ବର୍ଷ ହେବ ଅଷ୍ଟ ପ୍ରହରୀ, ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯାଉଛି। ଆଜି ନନ୍ଦ ଉତ୍ସବ ରେ ନନ୍ଦ ରାଜା, ନନ୍ଦ ରାଣୀ, ରାଧା କୃଷ୍ଣ, ବଳରାମ ଆଦି ବେଶ ହୋଇ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସହର ପରିକ୍ରମା କରିବା ପରେ ଦହି ହାଣ୍ଡି ଭଙ୍ଗା ଯିବ। ଏଥିରେ ବାଜିଚୌକ ର ସମସ୍ତ ଭକ୍ତ ବୃନ୍ଦ ଗ ହ ଣ ରେ କରାଯାଇଥିଲା। ସଭପତି ମନି ସାହୁ, ସେକରେଟାରୀ ପ୍ରହ୍ଲାଦ ରାଉତ, ମଦନ ସାହୁ ଅକ୍ଷୟ କୁମାର ସାହୁ, ବିମ୍ବାଧର ରାଉତ, ଚନ୍ଦନ କୁମାର ସାହୁ, ପିଣ୍ଟୁ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।