ସ୍ବର୍ଗତ ଗୋପାଳ କୃଷ୍ଟ ବେହେରା ଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ଶୋକ ସଭା ପ୍ରସାଦ ସେବନ

ସ୍ବର୍ଗତ ଗୋପାଳ କୃଷ୍ଣ ବେହେରା ମୁନିଗୁଡା ପାଖ ବିଜାବଣ୍ଢିଳି ଗ୍ରାମ ରେ ଆବିରିଭାବ 07/02/1948 ତିରୋଧାନ 09/07/1924 ସ୍ବର୍ଗତ ଗୋପାଳ କୃଷ୍ଣ ବେହେରା ଙ୍କର ଦଶାହ କାର୍ଯ୍ୟ ପରି ସମାପ୍ତ କରି ନିଜ ଗ୍ରାମରେ, ବିଜାବଣ୍ଢିଳି ମୁନିଗୁଡା ଠାରେ ଅନୁଷ୍ଠିତ ହୋଉଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶୌଣ୍ଢିସଂଘ ଜିଲ୍ଲା ସଭାପତି ଶ୍ରୀ ପଦ୍ମମନ ଚୌଧୁରୀ ଓ ସମସ୍ତ ବ୍ଲକର ସଭାପତି ଓ ବେହେରା ପରିବାର ର ବନ୍ଧୁ ଵାନ୍ଦବ ଓ ଗ୍ରାମବାସିଙ୍କ ଉପସ୍ଥିତ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇ ଥିଲା। ସ୍ତ୍ରୀ ଶ୍ରୀମତି କୁସୁମ ମାଲା ବେହେରା ଓ ପୁଅ ଝିଅ ଜୁହି ସବୁ ଉପସ୍ଥିତ ଥିଲେ। ବଡ଼ ପୁଅ ମଧୁସୂଦନ ବେହେରା ଓ ସ୍ତ୍ରୀ ସନ୍ଧ୍ୟାରାଣୀ ବେହେରା , ଦ୍ୱିତୀୟ ପୁଅ ଶ୍ରୀ ସୁବାସ ବେହେରା, ସ୍ତ୍ରୀ ଶ୍ରୀମତୀ ଅନୀତା ବେହେରା , ତୃତୀୟ ପୁଅ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ସ୍ତ୍ରୀ ଶ୍ରୀମତୀ ମଞ୍ଜୁଳା ବେହେରା, ଚତୁର୍ଥ ଶ୍ରୀ ସୁନୀଲ କୁମାର ବେହେରା ଶ୍ରୀମତୀ ସ୍ବାଗତିକା ବେହେରା, ନାତି ନାତୁଣୀ କୋୖଶିକା,ସୁପ୍ରିୟା, ଅଭିରାଜ ଅଂଶୁମାନ,ଶୁଣେନା, ଖୁସି ଓ ବଡ଼ ଝିଅ ଶ୍ରୀମତୀ ବନିତା ଚୌଧୁରୀ, ସ୍ୱାମୀ ଶ୍ରୀ ବଳରାମ ଚୌଧୁରୀ ଦ୍ୱିତୀୟ ଝିଅ ଶ୍ରୀମତୀ ସୁଜାତା ଚୌଧୁରୀ, ବିନୋଦ ଚୌଧୁରୀ, ସ୍ବର୍ଗତ ବେହେରା ଙ୍କ ଶାଳକ ଶ୍ରୀ ପ୍ରକାଶ ଚନ୍ଦ୍ର ସେନାପତି, ଶ୍ରୀ ଜୟନ୍ତ କୁମାର ସେନାପତି,କେନ୍ଦୁଗୁଡା ଗ୍ରାମ, ଶ୍ରୀ ଚନ୍ଦ୍ରଶେଖର ବେହେରା, ଶ୍ରୀ ରାମଚନ୍ଦ୍ର ବେହେରା, ଶ୍ରୀ ପୁରୁଷୋତ୍ତମ ବେହେରା, ଏସମସ୍ତ ଉପସ୍ଥିତ ରେ କାର୍ଯ୍ୟକ୍ରମ ହୋଇଥିଲା।