ଅନୁଗୋଳ,୨୬/୦୪ : – ସାଧାରଣ ନିର୍ବାଚନ ୨୦୨୪ କୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା I ନିମନ୍ତେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ଏମ୍ ଅଖ୍ତାର ଓ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ଯକ୍ଷତା କ୍ଷତାରେ ଏକ ନିର୍ବାଚନ ପ୍ରସ୍ତୁତି ଓ ସମନ୍ବୟ ବୈଠକ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠା )ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦୁଇ ଜିଲ୍ଲାରେ ମୁଖ୍ୟତଃ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସମସ୍ତ ବିଧାନସଭା ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ଦୁଇ ଜିଲ୍ଲାରେ ନିର୍ବାଚନ ନିମନ୍ତେ ଚଳିତ ମାସ ୨୯ ତାରିଖରେ ବିଧ୍ରୁବଦ୍ଧ ଭାବେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ପାଇବ । । ସେହିପରି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମଇ ୬, ପତ୍ର ଯାଞ୍ଚ ମଇ ୭ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ମଇ ୯ ତାରିଖ ରିଖ ହୋଇଥିବାରୁ ଏହି ସମସ୍ତ ପ୍ରକ୍ରିୟା ଏନକୋର୍’ ପୋର୍ଟାଲ୍ ମାଧ୍ୟମରେ ମରେ କିପରି କାର୍ଯ୍ୟକାରୀ ହେ ହେବ ସେ ସମ୍ପର୍କରେ ବୈଠକରେ ପାଓ୍ବାର ପଏଣ୍ଟ ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ଅନ୍ୟମାନକ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚା ଚନ୍ଦ୍ର ମହାପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଢେଙ୍କାନାଳର ଅତିରିକ୍ତ ଜିଲ୍କ ଜିଲ୍ଲାପାଳ ଶ୍ରୀ । ରମେଶ ଚନ୍ଦ୍ର ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅନିତା ପାତ୍ର, ଅନୁଗୋଳ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧ୍ଯକ୍ଷ ଶ୍ରୀ ସୁବ୍ରତ ଚାଟାର୍ଜୀ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରଣ୍ୟନ୍ଦୁ ମହାନ୍ତି, ତାଳଚେର ଉପଜିଲ୍ଲାପାଳ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପାଳଲହଡା । ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପତି, ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀ ଜିତେନ୍ଦ୍ର କୁମାର ଢେଙ୍କାନାଳ ଊପଜିଲ୍ଲାପାଳ ଶ୍ରୀ ସପନ କୁମାର ର ନନ୍ଦ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁ କାମାକ୍ଷାନଗର ଉପ ଜିଲ୍ଲାପାଳ ଶ୍ରୀ ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।