ରାୟଗଡା ପ୍ରଦୀକ୍ଷଣ ଗୃହ କୁ ପୁଣି ଫେରିଲେ ସେକ୍ସନ ଅଧିକାରୀ ରାମ ସାହୁ

ରାୟଗଡା,୨୯/୦୨( ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲା ର ତତ୍କାଳୀନ ଜ଼ିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଭାରତୀୟ ପ୍ରସାଶନିକ ସେବା ରାୟଗଡା ଜ଼ିଲ୍ଲାପାଳ ଙ୍କ ଅଧୀନରେ କର୍ତ୍ତବ୍ୟରତ କେତେକ ମିନିଷଟେରିଆଲ ଷ୍ଟାଫ ଙ୍କୁ ଡେପୁଟେସନ ଓ ବଦଳି କରିଥିଲେ l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ରାୟଗଡା ଜ଼ିଲ୍ଲାପାଳ ଙ୍କ କାର୍ୟଳୟ ର ତତ୍କାଳୀନ ନିଜ଼ାରତ ଡେପୁଟି କଲେକ୍ଟର ନାରାୟଣ ମିଶ୍ର
ଏହାକୁ ଅଣଦେଖା କରି ବହୁ ବାଦ ବିବାଦ ରାମ ସାହୁ ଙ୍କୁ ରିଲିଭ କରିଥିଲେ l ଘଟଣା ରୁ ପ୍ରକାଶ ଯେଜ଼ିଲ୍ଲାପାଳ ଙ୍କ ପ୍ରତିଷ୍ଠାନ ବିଭାଗ ର ପତ୍ର ସଂଖ୍ୟା 1755/xx-31/2023 estt ତାରିଖ 19.08.2023 ଅନୁଯାଇ ରାମକୃଷ୍ଣ ସାହୁ ସେକ୍ସସନ ଅଧିକାରୀ ଙ୍କ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଡେପୁଟେସନ ଆଦେଶ ସଂଖ୍ୟା 232 ତାରିଖ 30.01.2023 କୁ ରଦ କରି ରାମ କୃଷ୍ଣ ଙ୍କୁ ଗୁଣୁପୁର ଉପଜ଼ିଲ୍ଲାପାଳ ଙ୍କ କାର୍ୟଳୟ କୁ ବଦଳି କରି ତାଙ୍କରି ସ୍ଥାନ ରେ ରାୟଗଡା ଉପଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଗଦାଧର ପାତ୍ର ଏସ ଆର ଏ ଙ୍କୁ ରାୟଗଡା ଜ଼ିଲ୍ଲାପାଳ ଙ୍କ ନିଜ଼ାରତ ବିଭାଗ କୁ ବଦଳି ଆଦେଶ ଦେଇଥିଲେ l ଜ଼ିଲ୍ଲାପାଳ ଙ୍କ ଆଦେଶ ଅନୁସାରେ ରାୟଗଡା ଉପଜ଼ିଲ୍ଲାପାଳ ଙ୍କ ପ୍ରତିଷ୍ଠାନ ବିଭଗ ର ପତ୍ର ସଂଖ୍ୟା 3848/estt. XV-190/2023 ତାରିଖ 21.08.3023 ଅନୁଯାଇ ଗଙ୍ଗାଧର ପାତ୍ର ଙ୍କୁ ରିଲିଭ କରିବା ସହିତ ଅତିରିକ୍ତ ନାଜ଼ୀର ରାଜେଶ କୁମାର ପାଲ ଙ୍କୁ ଚାର୍ଜ ଦେବାପାଇଁ ଉଲେଖ ଥିଲା ତଦନୁସାରେ ପାତ୍ର ନିଜର ଦାୟିତ୍ୱ ରାଜେଶ କୁ ହସ୍ତାନ୍ତର କରି ରାୟଗଡା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ନିଜ଼ାରତ ବିଭଗର ରେ ଜୋଇଁନ କରଥିବା ଜ଼ିଲ୍ଲାପାଳ ଙ୍କ ନିଜ଼ାରତ ବିଭଗ ର ପତ୍ର ସଂଖ୍ୟା 689/xy-16/2023 ତାରିଖ ରେ ନିଜର କାର୍ଯ୍ୟ ରେ ଯୋଗଦାନ କରିଥିବା ଓ ସମ୍ପୂର୍ଣ୍ଣ ଚାର୍ଜ ଗଦାଧର ପାତ୍ର ଙ୍କୁ ଦେବା ପାଇଁ ରାମ କୃଷ୍ଣ ସାହୁଙ୍କୁ ନିର୍ଦେଶ ଦିଆଯାଇଛି l କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଗଦାଧର 21.08.2023 ରେ ନିଜ କାର୍ଯ୍ୟରେ ଯୋଗଦାନ କରିଥିଲେ ଗଦାଧର ପାତ୍ର ଙ୍କୁ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ ଡେପୁଟି କଲେକଟର ନିଜାରତ ଙ୍କ ପତ୍ର ସଂଖ୍ୟା 689/xx-16/2023 ତାରିଖ 31/08/2023ରେ ରାମ ସାହୁ ନିର୍ଦେଶ ଦେଇଥିଲେ l କିନ୍ତୁ ରାମ ସାହୁ ଦାୟିତ୍ୱ ହସ୍ତାନ୍ତର ନା କରିବାରୁ ପୁଣି 18 ଦିନେ ପରେ ଅର୍ଥାତ 18/09/2023 ରେ ଡେପୁଟି କଲେକଟର ନିଜାରତ ଙ୍କ ପତ୍ର ସଂଖ୍ୟା 744/2023 ତାରିଖ ରର ଖୁବଶୀଘ୍ର ଦାୟିତ୍ୱ ହସ୍ତାନ୍ତର ପାଇଁ ଆଦେଶ ଦେଇଥିଲେ l କିନ୍ତୁ ଆଚାର୍ଯ୍ୟ ରେ ବିଷୟ ଠିକ ସେହି ଦିନେ 18/09/3023 ଜ଼ିଲ୍ଲାପାଳ ଙ୍କ ପ୍ରତିଷ୍ଠାନ ବିଭାଗ ରେ ପତ୍ର ସଂଖ୍ୟା 198/xx-31/2023Esst ତାରିଖ 18/09/2023 ରର ଗଦାଧର ସାହୁ ଙ୍କୁ ରାୟଗଡା ଉପ ଜ଼ିଲ୍ଲାପାଳ ଙ୍କ କାର୍ୟଳୟ କୁ ଏହି କାର୍ୟଳୟ ରେ କୈଳାସ ପୁଆଲା ଙ୍କୁ ଜ଼ିଲ୍ଲାପାଳ ଙ୍କୁ ନିଜା ରତ ବିଭଗ କୁ ବଦଳି ହୋଇଥିଲା l ଏହା ରାମ ସାହୁ କୈଳାଶ କୁ ଦାୟିତ୍ୱ ଦେଇ ଗୁଣୁପୁର ଉପ ଜ଼ିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟ ରେ ଯୋଗ ଦେଇଥିଲେ l ସୂଚନା ଯୋଗ୍ୟଯେ ବର୍ତମାନ ତ 5ଟି ଅଧକ୍ଷଭି କେ ପାଣ୍ଡିଆନ ରାୟଗଡା ଜ଼ିଲ୍ଲା ଗସ୍ତ ସମୟରେ ଆସି ରାୟଗଡା ପ୍ରଦୀକ୍ଷଣ ଗୃହ ରର ରାତ୍ରି ଯାପନ କରିଥିଲେ l କିନ୍ତୁ 5ଟି ଅଧକ୍ଷ ପାଣ୍ଡିଆନ ଙ୍କୁ ଯେଉଁ ରୁମ ଦିଆଯାଇଥିଲା ସେଥିରୁ ପାଣି ଲିକେଜ ହୋଇ ଶବ୍ଦ ବାହାରୁଥିଲା ଓ ତାଙ୍କ ପାଇଁ ଉଦିଷ୍ଟ ବ୍ୟାଡ଼ ରର ମଇଳା ପୋଡି ରହିଥିଲା ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଉପରେ ବିଗିଡି ଥିଲେ ଏହା କଣ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତେ ଉପଯୋଗୀ ରୁମ କି ପଚାରି ଥିଲେ ପାଣ୍ଡିଆନ ସାର l ଏହା ପରେ ତତ୍କାଳୀନ ଜ଼ିଲ୍ଲାପାଳ ଘଟଣା ର ତଦନ୍ତ କରି ପ୍ରଦୀକ୍ଷଣ ଗୃହ ର ବହୁ ଦୁର୍ନୀତି ରେ ଗାନ୍ଧ ବାରିଥିଲେ ଓ ରାମ ସାହୁ କୁ ବଦଳି କରିଥିଲେ l କିନ୍ତୁ ଜ଼ିଲ୍ଲାପାଳ ଙ୍କୁ ବଦଳି ହେବାର 13 ଦିନେ ପରେ ରାମ ସାହୁଙ୍କୁ ରାୟଗଡା ନିଜାରତ ସେକ୍ସନ ଅଧିକାରୀ ସହିତ ରାୟଗଡା ପ୍ରଦକ୍ଷଣ ଗୃହ କୁ ଆଟାଚ କରାଯିବା ନିମନ୍ତେ ଜ଼ିଲ୍ଲାପାଳ ଙ୍କୁ ପ୍ରତିଷ୍ଠାନ ବିଭାଗ ପତ୍ର ସଂଖ୍ୟା 232/xx-31/2024 Esst ତାରିଖ 13/02/2024 ରେ ଆଦେଶ ଦିଆଯାଇଛି l ଏହି ପତ୍ର ରେ ଆସନ୍ତା ସାଧାରଣ ନିର୍ବାଚନ 2024 ରେ ପରିଚାଳନା ନିମନ୍ତେ ରାମ ସାହୁ କୁ ଗୁଣୁପୁର ଉପ ଜ଼ିଲ୍ଲାପାଳ ଙ୍କୁ କାର୍ୟଳୟ ରୁ ରାୟଗଡା ନିଜ଼ାରତ ଓ ରାୟଗଡା ନିଜାରୀ ରର କାର୍ଯ୍ୟରତ କୈଳାଶ କୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିର୍ବାଚନ ବିଭାଗ କୁ ଡେପୁଟେସନ ରର ବଦଳି ଆଦେଶ ଦେଇଛନ୍ତି l ରାମ ସାହୁ ଏହି ପ୍ରଦୀକ୍ଷଣ ଗୃହ ରର 15/08/2014 ରୁ,29/09/2023 ପର୍ଯ୍ୟନ୍ତ ରହିଥିଲେl ଏହି ସମୟ ରେ ରାମ ସାହୁ କିପରି ତତ୍କାଳୀନ ଅତିରିକ୍ତ ଜ଼ିଲ୍ଲାପାଳ ଧର୍ମେନ୍ଦ୍ର ବେହେରା ଙ୍କୁ 27/10/2021 ଠାରୁ 07/12/2022 ପର୍ଯ୍ୟନ୍ତ ପ୍ରଦକ୍ଷଣ ଗୃହ ର ବଂଶଧାରା ରୁମ ରହିବା ନିମନ୍ତେ ଦେଇଥିଲେ l କିନ୍ତୁ ତାଙ୍କ ଠାରୁ 407 ଦିନର ରହଣି ସମୟ ଟଙ୍କା ମଧ୍ୟ୍ୟ ନେଇନଥିଲେ l ପରେ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା 819ତାରିଖ 13/10/2023 ରେ ତତ୍କାଳୀନ ଅତିରିକ୍ତ ଜ଼ିଲ୍ଲାପାଳ ଧର୍ମେନ୍ଦ୍ର ପବେହେରା ଙ୍କୁ 1,22,100 ଟଙ୍କା ଜମା ନିମନ୍ତେ ପତ୍ର ହୋଇଥିଲା ତଦନୁସାରେ ବେହେରା 51,750 ଟଙ୍କା ଜମାକରିଥିଲେ କିନ୍ତୁ 70,350 ଜମା କରିନଥିବା ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ଚିଠି ସଂଖ୍ୟା 82xx/2024ତାରିଖ 05/02/2024 ରୁ ଜଣାପଡିଛି l ରାମ ସାହୁ ପୁଣି କଣ ପାଇଁ ରାୟଗଡା ପ୍ରଦକ୍ଷଣ ଗୃହ କୁ ଫେରି ଦାୟିତ୍ୱ ଗ୍ରହଣ କରିଲେ ତାହା,5ଟି ଅଧକ୍ଷ ତଦନ୍ତ କରିବା ଆବଶ୍ୟକ ବୋଲି ଆଲୋଚନା ଚାଲିଛି l