ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ଢେଙ୍କାନାଳ ରାମେଶ୍ବରପୁର ଠାରେ ପ୍ରଥମ ବର୍ଷ ଅଷ୍ଟପ୍ରହରୀ ଉପଲକ୍ଷେ କଳସ ଯାତ୍ରା କରାଯାଇଥିଲା। ସ୍ଥାନୀୟ ଶାସନ ପୁଷ୍କରିଣୀ ଠାରୁ ପୂଜାର୍ଚ୍ଚନା କରାଯାଇ ୨୦ ଉର୍ଦ୍ଧ ଭକ୍ତମାନେ ବାଦ୍ୟ ସଂକୀର୍ତ୍ତନ ଦ୍ବାରା ସହର ପରିକ୍ରମା କରିଥିଲେ। କୁଞ୍ଜ ରେ ଠାକୁରଙ୍କୁ ସ୍ଥାପିତ କରାଯାଇ ଅଖଣ୍ଡ ଦିପ ଓ ଅଧିବାସ ପୂଜା ଆରମ୍ଭ ହୋଇଥଲା। ୨୭,୨୮ ନାମ ସଂକ୍ରିତନ, ପ୍ରସାଦ ସେବନ,୨୯ ନଗରପରିକ୍ରା, ପ୍ରସାଦ ସେବନ, ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ହେବ। ପୂଜକ ଜଗନ୍ନାଥ ତ୍ରିପାଠୀ, କର୍ତ୍ତା ଶ୍ରୀ ବିଭାସ ଚନ୍ଦ୍ର ପୁହାଣ, ସଭାପତି ସଂଗ୍ରାମ କେଶରୀ ପାଣି, ସମ୍ପାଦକ ସନ୍ତୋଷ କୁମାର ସାହୁ, ମୁଖ୍ୟ ଉଦ୍ୟକତା ଟିଟୁ ସାହୁ,ଜଗନ ସାହୁ,ଗଣନାଥ ସାହୁ,ବିରବର ରାଉତ , ଅଶୋକ ସାହୁ, ସୁବ୍ରତ ବେହେରା,ଲିପୁ,ଅଜୟ ନାୟକ, ସୁବ୍ରତ ମହାକୁଡ଼,ପ୍ରସାନ୍ତ ରାଉତ, ସଂଜୀବ ସିଂ ଓ ଭକ୍ତ ଏବଂ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଏହି ପ୍ରଥମ ବର୍ଷ ଅଷ୍ଟପ୍ରହରୀ ନାମଯଜ୍ଞ କଳସ ଯାତ୍ରା କରାଯାଇଥିଲା