ଢେଙ୍କାନାଳ ଜବାହରଚୈକ ସ୍ଥିତ ଗାନ୍ଧୀ ମନ୍ଦିର ରୋଡ଼ ଠାରେ MUMMS ବଏଜ୍ ସେଲୋନ୍ ପ୍ରତିଷ୍ଠା ଉତ୍ସବ ମହାଆଡମ୍ବରେ ପାଳିତ ହୋଇଯାଇଛି । ଏଠାରେ ବିଭିନ୍ନ ପ୍ରକାରର ଷ୍ଟାଇଲର ହେୟାର କଟିଙ୍ଗ,ଫେସିଆଲ, ମେକପ୍ କରାଯାଏ। ଦୋକାନ ମାଲିକ ସରୋଜ ବେହେରା ଓ ମନୋଜ ବେହେରା, ଷ୍ଟାଫ୍ ଅଶୋକ ବାରିକ, ଅସିତ ବାରିକ ଏହି ଦୋକାନ ରେ ଗ୍ରାହକମାନଙ୍କ ମନ ମୁତାବକ ବିଭିନ୍ନ ଡିଜାଇନ୍ ହେୟାର କଟିଙ୍ଗ ଫେସିଆଲ ମେକପ୍ କରିବେ।